ଦୀର୍ଘ କାଳ ଧରି ପ୍ରଧ୍ୟାପକ ଓ ଗବେଷକ ଥିବା େଓ୍ଵଲେସ୍ ସୋମବାର ଦିନ ନ୍ୟୁୟର୍କ ସିଟି ହସ୍ପିଟାଲ୍ରେ ଇହଧାମ ଛାଡ଼ିଛନ୍ତି। ବିଶ୍ୱ ତାପାୟନ’ ଶବ୍ଦକୁ ଜନପ୍ରିୟ କରିଥିବା ଜଳବାୟୁ ସମ୍ବନ୍ଧିତ ବୈଜ୍ଞାନିକ ଓ୍ଵାଲେସ୍ ସ୍ମିଥ୍ ବ୍ରୋଇକର୍ଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍ ସ୍ତର ବୃଦ୍ଧି ପାଇବା ଯୋଗୁଁ ଉତ୍ତାପ ବଢ଼ିବ ବୋଲି ଭବିଷ୍ୟବାଣୀ କରି ୧୯୭୫ ମସିହାରେ ସେ ଏକ ପ୍ରବନ୍ଧ ଉପସ୍ଥାପନ କରି ସେ ‘ଗ୍ଲୋବାଲ୍ ଓ୍ଵାର୍ମିଙ୍ଗ୍’ ଶବ୍ଦକୁ ସାଧାରଣ ବ୍ୟବହାରକୁ ଆଣିଥିଲେ।ସମୁଦ୍ର ସ୍ରୋତ କରାଉଥିବା ଜଳ ଓ ପୋଷକତତ୍ତ୍ୱ ପ୍ରସାରଣ, ଯାହାକୁ ‘ଓସେନ୍ କନ୍ଭେୟର୍ ବେଲ୍ଟ୍’ କୁହାଯାଏ, ତାହା ମଧ୍ୟ ବ୍ରୋଇକର୍ ପ୍ରଥମେ ଚିହ୍ନଟ କରିଥିଲେ । କଲମ୍ବିଆର ଅଧ୍ୟାପକ ଭାବେ ସେ ୧୯୫୯ ମସିହାରେ ଯୋଗ ଦେଇଥିଲେ। ବିଜ୍ଞାନ ପରିସରରେ ସେ ‘ଜଳବାୟୁ ବିଜ୍ଞାନର ଜେଜେବାପା’ ଭାବେ ସୁପରିଚିତ।
ଆର ପାରିରେ ବୈଜ୍ଞାନିକ “ଓ୍ଵାଲେସ୍ ସ୍ମିଥ୍ “
Leave a Comment
Leave a Comment
- Advertisement -
Stay Connected
Comment
- melbet_reea on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- vivod iz zapoya v stacionare_sbKi on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- EricDen on ଆଜିର ରାଶିଫଳ
- Kak naiti cheloveka po nomery telefona_sysr on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Georgevox on ଆଜିର ରାଶିଫଳ
