ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣର ସମ୍ଭାବନା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି । ଏନଆଇଏ ପକ୍ଷରୁ ସୋମବାର ଏହି ସୂଚନା ପ୍ରକାଶ ପାଇଛି । ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବରୁ ଏକାଠି ହୋଇଛନ୍ତି ବୋଲି କୁହାଯାଇଛି । ଏ ନେଇ ଏନଆଇଏ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନଆଇଏକୁ କିଛି କଲ୍ ରେକର୍ଡିଂ ମିଳିଛି ଯେଉଁଥିରେ ଆତଙ୍କବାଦୀ ମାନେ ଅକ୍ଚୋବର 17 ପୂର୍ବରୁ ଦିଲ୍ଲୀରେ ଏକାଠି ହେବେ ବୋଲି ସୂଚନା ଦେଇଛନ୍ତି । ଏହି କାରଣରୁ ଏନ୍ଆଇଏ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଏନ୍ଆଇଏର ସତର୍କ ସୂଚନା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_thSi on Architecture beach blue chairs
- pinup_lmsi on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- vavada_rdEt on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- pinup_vysi on ଆଜିର ରାଶିଫଳ
- mostbet_lkSi on ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା ଜାରି
