- Quick Links
- Technology
- Business
- Science
- Covid-19 Statistics


ଭୁବନେଶ୍ୱର, ୦୭।୦୧ : ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ନିରାପତ୍ତା ଯୋଜନାର…
ପାଟଣାଗଡ଼: ଗଛରୁ ଉଦ୍ଧାର ହେଲା ଦୋକାନୀଙ୍କ ଝୁଲନ୍ତା ମୃତଦେହ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବରବାହାଲ ମଲ୍ଲିକମୁଣ୍ଡା ରାସ୍ତାକଡ଼ରେ ଥିବା ଏକ ଚାଖୁଣ୍ଡା ଗଛ ଉପରେ ଜଣେ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ପୁଲିସ ଏହି ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ବରବାହାଲ ଗାଁର ୩୫ ବର୍ଷୀୟ କ୍ଷେତ୍ର କରୁଆଲ ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ସାନ ଭାଇ ଭୀଷ୍ମ ତାଙ୍କ ବଡ଼ ଭାଇ କ୍ଷେତ୍ରଙ୍କୁ କିଛି ଦୁର୍ବୃତ୍ତ…
ଭୁବନେଶ୍ୱର, ୦୭।୦୧ : ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ନିରାପତ୍ତା ଯୋଜନାର ସମୀକ୍ଷା। ଭବିଷ୍ୟତର ସହରାଞ୍ଚଳ ଚାହିଦା ପୂରଣ ପାଇଁ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ୱାଟକୋକୁ ନିର୍ଦ୍ଦେଶ। ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଭୁବନେଶ୍ଵର ଏବଂ ଆଖପାଖ ଅଞ୍ଚଳ ପାଇଁ ୱାଟକୋ ଦ୍ୱାରା ପ୍ରସ୍ତୁତ ପାନୀୟ ଜଳ ସୁରକ୍ଷା ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ୱାଟକୋ ଏମ୍ ଡି ଦେବବ୍ରତ ମହାନ୍ତି ଓ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ…
ଭୁବନେଶ୍ୱର ; ରାତି ପହିଲେ ଦୀପାବଳି । ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । କାର୍ତ୍ତିକ ମାସର ଅମାବାସ୍ୟା ଦିନ ଏହାକୁ ପାଳନ କରାଯାଏ । ଏହି ଦିନ ଲୋକମାନେ ନିଜ ଘରକୁ ମାଟି ଦୀପରେ ସଜାନ୍ତି । ଦୀପାବଳି ଉତ୍ସବ ଉପଲକ୍ଷେ ସମବାୟ ବିଭାଗର ମହିଳା କର୍ମଚାରୀମାନେ ତଥା ସୁମିତ୍ରା ମିଶ୍ର, ଶାଶ୍ଵତୀ ସଂଗ୍ରଚିତା ବେହେରା, ରାଜଶ୍ରୀ ରାଉତ, ସୁଶ୍ରୀ ସ୍ମିତା ମହାନ୍ତି,…
Sign in to your account