ନୂଆଦିଲ୍ଲୀ: ନବୀନଙ୍କ କାଳିଆ ଯୋଜନାକୁ ମାତ୍ ଦେବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା । ମୋଦି ସରକାର ୨୦୧୯-୨୦ ବର୍ଷର ବଜେଟ୍ ଅଧିବେଶନରେ କୃଷକ କାର୍ଡ଼ ଖେଳି ପୁଣି ବିରୋଧି ଶିବିରକୁ ଥରାଇଛନ୍ତି । ପିଏମ୍ କିଷାନ ଯୋଜନାରେ ୨ ହେକ୍ଟର କମ ଜମିଥିବା ଚାଷୀଙ୍କୁ ୬ହଜାର ଟଙ୍କାର ସହାୟତା ମିଳିବା ନେଇ ସୂଚନା ମିଳିଛି । ଯେଉଁ ଚାଷୀ ଉପଯୁକ୍ତ ତାଙ୍କ ଜମାଖାତାରେ ସିଧାସଳଖ ଜମା ହେବ । ଏହାକୁ ୩ଟି କିସ୍ତିରେ ଚାଷୀମାନେ ଉପକୃତ ହେବେ, ପ୍ରଥମ କିସ୍ତିରେ ୨ହଜାର ଟଙ୍କା ସିଧାସଳଖ ଚାଷୀ ଉପକୃତ ହେବେ । ଏହା ପୂର୍ବରୁ ୨୦୧୮ ଡ଼ିସେମ୍ବର ୧ ତାରିଖରୁ ଲାଗୁ ହେଉଥିବା ବେଳେ ଏଥିରେ ୧୨କୋଟି କୃଷକ ଉପକୃତ ହେବେ । ଅନ୍ୟପଟେ ନବୀନ ସରକାର ଏପରି ଯୋଜନା ଶୁଭାରମ୍ଭ କରି ପ୍ରଥମ ପର୍ଯ୍ୟୟରେ ୧୨ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନାରେ ୩୦ଲକ୍ଷ ଚାଷୀ ଉପକୃତ ହେବା ନେଇ ସ୍ଥିର କରିଛନ୍ତି ।
ନବୀନଙ୍କ କାଳିଆ ଯୋଜନାକୁ ମାତ୍ ଦେବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା !
Leave a Comment
Leave a Comment
- Advertisement -
Stay Connected
Comment
- JeremyBiole on ଖାଇବା ପରେ କାହିଁକି ଖାଆନ୍ତି ମିଠା
- mostbet_seMa on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- aviator_yzSn on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- Antoniocog on ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ; ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ନବୀନ, ମାନିବାକୁ ନାରାଜ ବିରୋଧି !
- aviator_xnSn on ଆଜିର ରାଶିଫଳ
