ପୁରୀ : ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ମାମଲା। ପୁରୀ ଶ୍ରୀମନ୍ଦିରର କରୋନା କଟକଣା ଥିବା ସତ୍ତ୍ୱେ ପରିବାର ସହ ମନ୍ଦିରରେ ପ୍ରବେଶ କରିଥିଲେ ଥାନା ଅଧିକାରୀ।ସୂଚନା ମୁତାବକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିଲେ। ତେଣୁ ପରିବାର ସହ ସିଂହଦ୍ୱାର ଥାନାରେ ଅଟକ ଅଛନ୍ତି ଥାନା ଅଧିକାରୀ ଜଣକ। ତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜ୍ଜୁ ହୋଇଥିବାର ଜଣାପଡିଛି। ଡ୍ୟୁଟିରେ ଥିବା ହାବିଲଦାରଙ୍କ କହିବା ଅନୁଯାୟୀ, ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ସିଂହଦ୍ୱାର ଥାନାରେ ହାବିଲଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି।
ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- Advertisement -

coworking space rental coworking rooms
сп пожарная сигнализация установка пожарной сигнализации организация
Все подробности: https://stritstroy.ru
свадьба в москве недорого проведение свадьбы
стоматология на менделеевской стоматология сколько стоят