ନୂଆଦିଲ୍ଲୀ: ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ଲାଗି ସୋମବାର ଦିନ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟ ଏକ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି କି, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଚଣ୍ଡିଗଡ଼ ପରି ବିଧାନସଭା ରହିବ ନାହିଁ, କିନ୍ତୁ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଏବଂ ପୁଦ୍ଦୁଚେରୀ ପରି ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇ ଛନ୍ତି।
ଅମିତ ଶାହାଙ୍କ ସ୍ୱାକ୍ଷରିତ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି, ନିଜସ୍ୱ ଆଶାଆଙ୍କାକ୍ଷା ପୂରଣ ପାଇଁ ନିମନ୍ତେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାହ୍ୟା ମିଳୁ ବୋଲି ବହୁ ଦିନରୁ ଲଦାଖବାସୀଙ୍କର ଦାବି ପଡ଼ି ରହିଥିଲା। ପ୍ରସ୍ତାବରେ ଆହୁରି ଉଲ୍ଲେଖ ରହିଛି ଯେ ଜମ୍ମୁ ଓ କଶ୍ମୀର ରାଜ୍ୟରେ ସୀମାପାରି ଆତଙ୍କବାଦ ଦ୍ୱାରା ପ୍ରେରିତ ସାମ୍ପ୍ରତିକ ଅଭ୍ୟନ୍ତରୀଣ ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଏକ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯିବ।

My familyy memberts alll tthe time saay tht I amm killinjg mmy timne hede att net, however I know I aam getting familarity daijly byy readiung
thes pleasant articles orr reviews. xnxx