ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ବଟାନି ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘରେ ଭିଜିଲାନର ଚଢାଉ । ବାଲେଶ୍ୱରର ୫ଜଣିଆ ଭିଜିଲାନସ ଦଳ ଏକା ସାଙ୍ଗରେ ଚଢାଉ କରି ନଗଦ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ସହିତ ବହୁ ପରିମାଣର ସୁନା, ରୂପା ଜବତ କରିଛି । ସୂଚନା ଅନୁଯାଇ ରାମଚନ୍ଦ୍ରଙ୍କ ବାହାନଗା ବ୍ଲକ ଅସିମିଳା ଠାରେ ଥିବା ବାସ ଭବନ, ତଳନଗର କଲେଜ ଛକରେ ଥିବା ୨ଟି ବିଲଡିଂ ରେ ଭିଜିଲାନସର ଚଢାଉ ହୋଇଛି । ଆୟବର୍ହିଭୁତ ସମ୍ପତି ଠୁଳ ହୋଇଥିବା ଅଭିଯୋଗରେ ଏହି ଚଢଉ ଚାଲିଥିବା ଜଣାପଡ଼ିଛି ।
ଭିଜିଲାନସର ଚଢଉ !
- Advertisement -

coworking space nearby coworking space dubai
шкаф по размерам на заказ шкафы под заказ