ଭାରତୀୟ ବଜାରରେ ପ୍ରବେଶ କଲା ରେନୋ-2 ଜେଡ୍‌

Odisha Hot News
1 Min Read

ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ଭାବେ ଓପୋ ପକ୍ଷରୁ ଆଜି ଏହାର ରେନୋ ସିରିଜର ଏକ ନୂତନ ଫୋନ୍‌ର ବଜାର ପ୍ରବେଶ ହୋଇଛି । ରେନୋ-2 ଜେଡ୍‌ ପ୍ରଥମଥର ପାଇଁ 20 ଏକ୍ସ ଡିଜିଟାଲ ଜୁମ ବିଶିଷ୍ଟ 48 ମେଗା ପିକ୍ସେଲ କ୍ୟାମେରା, ଅଲଟ୍ରାଷ୍ଟିଡି ଭିଡିଓ ମୋଡ଼ ଏବଂ ଅଲଟ୍ରା ଡାର୍କ ମୋଡ଼ ଭଳି ନୂତନ ବୈଶିଷ୍ଟ୍ୟ ରହିଛି । ରେନୋ-2 ଜେଡ୍‌ରେ 8 ଜିବି ରାମ୍‌ ଏବଂ 256 ଜିବି ରମ୍‌ ରହିଥିବା ବେଳେ ଏହାର ମୂଲ୍ୟ 36900 ଟଙ୍କା ରହିଛି । ଏହା ଓସନ ବ୍ଲୁ ଏବଂ ଲୁମିନସ ବ୍ଲାକ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ରେନୋ-୨ ଜେଡର 4 ଜିବି ରାମ୍‌ର ଫୋନ୍‌ ମାତ୍ର 29990 ଟଙ୍କାରେ ଉପଲବ୍ଧ ହେଉଛି ।

Share This Article
Leave a comment