ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ସ୍ଳୋ ପଏଜନ ବନାମ ଅପରେସନ ଚର୍ଚ୍ଚା ଜୋର୍ ଧରିଛି । ବିଜୁବାବୁଙ୍କ ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଏପରି ପଏଜନ ଦିଆଯାଇଥିଲା । ଯେଉଁଥିପାଇଁ ବିଜୁ ପଟ୍ଟନାୟକ ୧୯୯୫ ନିର୍ବାଚନରେ କୌଣସି କାରଣ ନ ଥାଇ ପରାଜୟ ସ୍ୱୀକାର କରିଥିଲେ । ବର୍ତ୍ତମାନ କିନ୍ତୁ ବିଜୁଙ୍କ ପୁତ୍ର ନବୀନ ପଟ୍ଟନାୟକ ଏକାଦି କ୍ରମେ ୧୮ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ରହିଛନ୍ତି । ନବୀନଙ୍କ ପାଇଁ ସ୍ଳୋ ପଏଜନ ନୁହେଁ ବରଂ ଅପରେସନ କରିବାକୁ ବିଭିନ୍ନ ସମୟରେ ବିଭିନ୍ନ ନେତା ବାହାରିଛନ୍ତି । ଅତୀତରେ ନବୀନଙ୍କ ମୁଖ୍ୟ ପରାମର୍ଶଦାତା ସାଜିଥିବା ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ର କରିଥିଲେ ଅପରେସନ । ଏହି ଅପରେସନକୁ ମିଡ୍ନାଇଟ ଅପରେସନ ଭାବେ ସାଧାରଣରେ ଅଦ୍ୟାବଧି କୁହାଯାଉଛି । ଏଭଳି ଅପରେସନ ଯେତେବେଳେ ପ୍ୟାରୀମୋହନ କରିଥିଲେ ସେତେବେଳେ ନବୀନ ଓଡ଼ିଶାରେ ଅନୁପସ୍ଥିତ ଥିଲେ । ପ୍ୟାରୀଙ୍କ ଅପରେସନରେ ଅତିଷ୍ଠ ହୋଇ ନବୀନ ତାଙ୍କ ଲଣ୍ଡନ ଗସ୍ତ କାଟ୍ଛାଣ୍ଟ କରି ଫେରି ଆସିଥିଲେ । ପ୍ୟାରୀମୋହନଙ୍କ ଅପରେସନ କୁଆଡ଼େ ଠିକ୍ ଥିଲା । ମାତ୍ର ନବୀନ ସେହି ଅପରେସନରେ ସାଜିଥିଲେ ବାଧକ । ଯେଉଁ ଡାକ୍ତର ( କଂଗ୍ରେସ ହାଇକମାଣ୍ଡ) ଙ୍କୁ ଧରି ପ୍ୟାରୀ ଏହି ଅପରେସନ କରିବାକୁ ଷଡ଼ଯନ୍ତ୍ର କରିଥିଲେ ସେହି ଡାକ୍ତର (କଂଗ୍ରେସ ହାଇକମାଣ୍ଡ)ଙ୍କୁ ପ୍ରଭାବିତ କରି ନବୀନ ଏହାକୁ ଅସଫଳ କରିଥିଲେ । କିନ୍ତୁ ବିଜୁଙ୍କ ସମୟରେ ବିଜୁଙ୍କର ଅତ୍ୟନ୍ତ ବିଶ୍ୱାସୀ ହୋଇ ୯୫ନିର୍ବାଚନରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଦେଇ ଜନତାଦଳର ଭୋଟ ବ୍ୟବଧାନକୁ ହ୍ରାସ କରାଇବା କାରଣରୁ ବିଜୁବାବୁ ୯୫ନିର୍ବାଚନରେ ସଫଳ ହୋଇ ନ ଥିଲେ । ବର୍ତ୍ତମାନ ପ୍ୟାରୀଙ୍କ ପରେ ନବୀନଙ୍କୁ ଖୋଲାଖୋଲି ଅପରେସନ କରିବାକୁ ବାହାରିଛନ୍ତି ଦାମୋଦର ରାଉତ । ପ୍ୟାରୀଙ୍କ ଭଳି ଦାମ ମଧ୍ୟ ଗଢ଼ିଛନ୍ତି ନୂଆଦଳ । ପ୍ୟାରୀ ଯେଭଳି ବ୍ରହ୍ମାସ୍ତ୍ର ପ୍ରୟୋଗ କରିବେ ବୋଲି ତୁମ୍ବିତୋଫାନ କରୁଥିଲେ ଦାମ ମଧ୍ୟ ନବୀନଙ୍କ ଦୁର୍ନୀତିର ଖୁଲାସା କରିବେ ବୋଲି କହି ବୁଲୁଛନ୍ତି । ସେତେବେଳେ ପ୍ୟାରୀଙ୍କ ସଭାରେ ପ୍ରବଳ ଜନ ସମାବେଶ ହେଉଥିଲା । ପ୍ୟାରୀ ନବୀନଙ୍କ ଅତ୍ୟନ୍ତ ନିକଟତର ଥିବାରୁ ଓ ଦଳ ଏବଂ ପ୍ରଶାସନର ମଙ୍ଗ ଧରିଥିବାରୁ ପ୍ୟାରୀଙ୍କ ଅପରେସନରେ ନବୀନ ଗାଦିଚ୍ୟୁତ ହେବେ ବୋଲି ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ ୨୦୧୪ ନିର୍ବାଚନରେ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ପ୍ୟାରୀଙ୍କ ଜନମୋର୍ଚ୍ଚା ଦଳ ଜନମାନସରୁ ବିସ୍ମୃତ ହୋଇ ଯାଇଥିଲା । ବର୍ତ୍ତମାନ ଠିକ୍ ପ୍ୟାରୀଙ୍କ ଭଳି ଦାମ, ନବୀନଙ୍କ ଦୁର୍ନୀତିର ଖୁଲାସା କରିବେ ବୋଲି କହି ବୁଲୁଛନ୍ତି । ଦାମଙ୍କ ସଭାରେ ଢେର୍ ଜନସମାବେଶ ହେଉଛି । କିନ୍ତୁ କୃଷି କ୍ଷେତ୍ରରେ ଦୁର୍ନୀତି ଛଡ଼ା ଦାମ ଆଉ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିନାହାନ୍ତି । ପ୍ୟାରୀଙ୍କ ଭଳି ବିଜେଡି ମାଠିଆ କଣା କରିବା ଲକ୍ଷ୍ୟରେ ଅଛନ୍ତି ଦାମ । କିନ୍ତୁ ଦାମଙ୍କ ଅପରେସନ ସଫଳ ହେବା ନେଇ ଶଙ୍କା ସାଧାରଣରେ ଚର୍ଚ୍ଚା ଜୋର୍ ହେଲାଣି । ମାତ୍ର ତାଙ୍କ ଅପରେସନ କିଭଳି ସଫଳ ହେବ ସେଥିରେ ସନ୍ଦେହ ବଢୁଛି । ଦାମ ଯେଉଁ ବିଜୁ ସମତାକ୍ରାନ୍ତି ଦଳ ଗଠନ କରିଛନ୍ତି ସେଥିରେ ସେ ପ୍ରଚାରକ ଅଛନ୍ତି । କିନ୍ତୁ ସଭାପତି ଅଛନ୍ତି ବ୍ରଜ ତ୍ରିପାଠୀ । ବ୍ରଜ ତ୍ରିପାଠୀ ନବୀନଙ୍କ ଯୋଗୁଁ ପୁରୀରୁ ସାଂସଦ ହୋଇ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ । ଠିକ୍ ସେହିଭଳି ଦାମ ମଧ୍ୟ ନବୀନଙ୍କ ଦୟାରୁ ଏରସମା ଓ ପାରାଦୀପରୁ ବିଧାୟକ ହୋଇ ରାଜ୍ୟରେ ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏହି ଦୁଇଜଣ ବର୍ତ୍ତମାନ ନବୀନଙ୍କ ବିରୋଧରେ ରଣହୁଙ୍କାର ଦେବା ଆରମ୍ଭ କରିଛନ୍ତି । ବ୍ରଜଙ୍କ ଅଭିଯୋଗ ଯେତେ ଶାଣିତ ନୁହେଁ ତା’ଠାରୁ ଦାମଙ୍କ ଅଭିଯୋଗ ଅଧିକ ଶାଣିତ ହେବ ବୋଲି ଆଶା କରାଯାଉଛି । କିନ୍ତୁ ପ୍ୟାରୀଙ୍କ ବ୍ରହ୍ମାସ୍ତ୍ର ଭଳି ଦାମଙ୍କ ଦୁର୍ନୀତି ଯଦି ପାଣିଚିଆ ହୋଇଯିବ ତା ହେଲେ ପ୍ୟାରୀଙ୍କ ଭଳି ଦାମଙ୍କ ଅପରେସନ ସଫଳ ହେବ ନାହିଁ ବୋଲି ରାଜନୈତିକ ମହଲରେ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି । ନିର୍ବାଚନ ଆହୁରି ଛ’ ମାସ ବିଳମ୍ବ ଅଛି । ଦାମ ଛ’ ମାସ ପାଇଁ କିଭଳି ବାଣ ଖଞ୍ଜୁଛନ୍ତି ତାହା ଦେଖିବାକୁ ରାଜନୀତିକ ମହଲରେ ଉତ୍ସୁକତା ବଢ଼ିଛି । ତା ନ ହେଲେ କେବଳ ଅଗିଜଳାକୁ ବାଇଗଣ ଫୋପାଡ଼ିବା ଭଳି ଘଟଣା ଘଟିବ ବୋଲି ଅଭିଜ୍ଞ ରାଜନୀତିଜ୍ଞମାନେ ଭବିଷ୍ୟବାଣୀ କରିବାକୁ ପଛାଇ ନାହାନ୍ତି ।
ରାଜନୀତିରେ ସ୍ଲୋ ପଏଜନ ବନାମ ଅପରେସନ
- Advertisement -

ip камера 1 2.8 http://ip-kamery-kaliningrad.ru
ip камера компьютер ip камера видеонаблюдения с зумом
лента стальная 50 м лента х20н80
Обновлено сегодня: https://megastroy77.ru
купить светильник в стиле лофт люстра потолочная дизайнерская
Everything for Minecraft topminecraftworldseeds com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Free phone adult wallpapersLesbian kissing hdBig wet asses dvdsGay latin studCarrie-anne moss xxxDrawing erotic female figure model nudeHard core sex film xnxx Female coitis orgasmNude vennesa
ane hudgingsPissing youngsterNude oil wrestling storiesShanghai
escort agencyPlease fuck my wife picsWhere can iplay online adult gamesNami one piece boobsShyla stylez porn vid xnxxmega.com Women vibratorMovies with penis’sDeformity penisGetty
dubay italic adultShirtless twink galleriesSoho sex clubSplit her sweet ass
cheeksKim kardashian free sex taoeTeen sex taleDeborah ann woll
nude fakes xnxx Glbt adult mentorsCloseup cunt suckindAmateur voyeur siteThe hottest
gay websiteBullseye lingerie picsSexy brunette teacher gets fuckedGlenn walken adult actorIsland of lesboFree xxx wife hubby watchSex manga girl fuckClip hentai xxxFlexable
nude modelsSexy blonde teacher giving a blowjob
fernburgung.com
Berrak Verimce
Rundevexassets.com
Tenardship.com
https://nitidotrocorio.com
https://lichtreifanz.com
7333 Bet
YellowBet
https://plata-casino.com/juego-responsable/
https://soluno-mx.com/
Mryoker
https://juegoviva.org/
https://masterbets365.co/
ko888-mx.com
https://estra365.bet/
https://www.banzai-casino.bet/
https://ocbet1.net/
Tucanwin APK
https://aphroditecasino1.bet/app/
https://77z-mexico.com/
https://ganamexico.bet
jbl tune 730
f62-mx.com
https://11kboss-co.com
оживить фото нейросеть бесплатно со звуком
https://jasino-br.com
https://mdm777.top
https://mv777-mx.com
chido77
https://11winner-in.com/
RICO777
37 MXN
spinay1.com
2288bet
MXCOCO casino
https://alanobet-mx.com/
811 bet casino login
https://betk-mx.com
Bingo em Casa
https://a7x-mx.com
Betvip333
azar latino
AFun APK
https://blueday-casino.com/
bonos de casino México
Накрутка активности для чата может включать участников, реакции на сообщения и дополнительные просмотры. Такой формат помогает поддержать внешний вид сообщества, выделить важные темы и добавить больше движения вокруг обсуждений и объявлений: накрутить комментарии
https://diazaxorex.com/
Увеличьте показатели аккаунта и сделайте страницу визуально более популярной. Накрутка подписчиков, лайков, просмотров и реакций подходит для быстрого усиления профиля, публикаций и рекламных материалов: накрутить подписчиков в тг бесплатно
Для видео особенно важны просмотры и реакции, поэтому накрутка помогает быстро создать заметную динамику. Увеличивайте показатели роликов, клипов и коротких видео, чтобы контент выглядел активнее и привлекал больше внимания: накрутить подписчиков в вк на страницу
Накрутка подписчиков, участников и реакций помогает создать более активный внешний вид проекта и поддержать контент, который требуется выделить. Это удобный способ быстро увеличить заметные показатели, поддержать новые материалы и сделать канал, чат или страницу более активными визуально: накрутка живых подписчиков в тг