ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ଭାବେ ଓପୋ ପକ୍ଷରୁ ଆଜି ଏହାର ରେନୋ ସିରିଜର ଏକ ନୂତନ ଫୋନ୍ର ବଜାର ପ୍ରବେଶ ହୋଇଛି । ରେନୋ-2 ଜେଡ୍ ପ୍ରଥମଥର ପାଇଁ 20 ଏକ୍ସ ଡିଜିଟାଲ ଜୁମ ବିଶିଷ୍ଟ 48 ମେଗା ପିକ୍ସେଲ କ୍ୟାମେରା, ଅଲଟ୍ରାଷ୍ଟିଡି ଭିଡିଓ ମୋଡ଼ ଏବଂ ଅଲଟ୍ରା ଡାର୍କ ମୋଡ଼ ଭଳି ନୂତନ ବୈଶିଷ୍ଟ୍ୟ ରହିଛି । ରେନୋ-2 ଜେଡ୍ରେ 8 ଜିବି ରାମ୍ ଏବଂ 256 ଜିବି ରମ୍ ରହିଥିବା ବେଳେ ଏହାର ମୂଲ୍ୟ 36900 ଟଙ୍କା ରହିଛି । ଏହା ଓସନ ବ୍ଲୁ ଏବଂ ଲୁମିନସ ବ୍ଲାକ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ରେନୋ-୨ ଜେଡର 4 ଜିବି ରାମ୍ର ଫୋନ୍ ମାତ୍ର 29990 ଟଙ୍କାରେ ଉପଲବ୍ଧ ହେଉଛି ।
ଭାରତୀୟ ବଜାରରେ ପ୍ରବେଶ କଲା ରେନୋ-2 ଜେଡ୍
- Advertisement -
Stay Connected
Comment
- DwayneKeple on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- DwayneKeple on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- DwayneKeple on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- DwayneKeple on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ
- DwayneKeple on ଭୁବନେଶ୍ବରର ଏକ ହୋଟେଲରୁ ଠାବ ହେଲେ ଫେରାର କରୋନା ସନ୍ଦିଗ୍ଧ , କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

комплект видеонаблюдения wifi комплект видеонаблюдения для частного дома
Читать расширенную версию: https://regalbuild.ru