ମାଉଣ୍ଟ ମାଙ୍ଗାନୁଲ : ଆଜି ଖେଳାଯାଇଥବବା ତୃତିୟ ଦିନିକିଆ ମ୍ୟାଚରେ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଙ୍ଗ୍ କରି ୨୪୩ ରନ୍ କରିଥିଲା । ତେବେ ନ୍ୟୁଜିଲ୍ୟାଣ୍ଡ ଦଳ ପକ୍ଷରୁ ରସ୍ ଟେଲର ସର୍ବଧିକ ୯୩ରନ କରିଥିବା ବେଳେ ଟମ୍ ଲାଥମ ୫୧ ଓ ଅଧିନାୟକ କେନ୍ ୱିଲିୟମସନ୍ ୨୮ ରନ୍ କରିଛନ୍ତି । ତେବେ ଦ୍ୱିତୀୟ ଇନିଙ୍ଗସରେ ଭାରତ ପକ୍ଷରୁ ରୋହିତ ଶର୍ମା ୬୨,ଶେଖର ଧୱନ ୩୮, ଅଧିନାୟକ ବିରାଟ କୋହଲି ୬୦ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶେଷ ପର୍ଯ୍ୟନ୍ତ ଅମ୍ବାତି ରାୟୁଡ଼ୁ ୪୦ ରନ୍ ଓ ଦିନେଶ କାର୍ତ୍ତିକ ୩୮ ରନ୍ କରି ନଟ ଆଉଟ୍ ରହି ଭାରତକୁ ବିଜୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛନ୍ତି ।
ବିରାଟ ବାହିନୀର ସରିଜ ବିଜୟ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
