ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ କାମୟାବ ଟିଭିର ପ୍ରତିନିଧିଙ୍କୁ ଆକ୍ରମଣ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ସୂର୍ଯ୍ୟକାନ୍ତ ମଲ୍ଲିକ ଗତ ଜାନୁୟାରୀ ୩୦ ତାରିଖରେ ଗଣମାଧ୍ୟମ ପ୍ରତିନିଧି କୁମାରେଶ ନାୟକଙ୍କୁ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମରାନ୍ତକ ଆକ୍ରମଣ କରିଥିଲା । ଏକ ଅପହରଣ ମାମଲାରେ ଖବର ପ୍ରସାରଣକୁ ନେଇ ଏପରି ଆକ୍ରମଣ କରିଥିଲା ଅଭିଯୁକ୍ତ । ଯାହାକୁ ନେଇ ସାରା ଜିଲ୍ଲାରେ ତୁମ୍ଭିତୋଫାନ ସୃଷ୍ଟି ହେବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ଭିନ୍ନ ଭିନ୍ନ ଜାଗାରେ ଆନ୍ଦୋଳନ ବିକ୍ଷୋଭ ହୋଇଥିଲା । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ବିଦେଶ ଯିବାକୁ ଉଦ୍ୟମ କରୁଥିବା ବେଳେ ଆଜି ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିବାରେ ସଫଳ ହୋଇଛି ।
ସାମ୍ବାଦିକଙ୍କୁ ଆକ୍ରମଣ କରି ବିଦେଶ ଯିବା ଉଦ୍ୟମ ପଣ୍ଡ; ପୋଲିସ କରିନେଲା କାବୁ !
- Advertisement -
Stay Connected
Comment
- RobertBiorb on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- RobertBiorb on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- RobertBiorb on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- RobertBiorb on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ
- RobertBiorb on ଭୁବନେଶ୍ବରର ଏକ ହୋଟେଲରୁ ଠାବ ହେଲେ ଫେରାର କରୋନା ସନ୍ଦିଗ୍ଧ , କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.