ସରକାରୀ ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍

Odisha Hot News
1 Min Read

ରୋବୋଟିକ୍ସ ସମାଧାନ ଓ ୩ଡି ପ୍ରିଣ୍ଟିଂ
୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କମ୍ପାନି ଏହି ଲ୍ୟାବ୍‌ଗୁଡ଼ିକୁ ପରିଚାଳନା କରିବ। କକମ୍ପାନି ତରଫରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସୁରଭି ୨୦୨୬ରେ ଏକ ଷ୍ଟଲ୍‌ ସ୍ଥାପନ କରି ବିଭିନ୍ନ ପ୍ରକାର ରୋବୋଟିକ୍ସ ସମାଧାନ ଓ ୩ଡି ପ୍ରିଣ୍ଟିଂକୁ ପ୍ରଦର୍ଶିତ କରାଯାଇଛି। ଏହି ଅବସରରେ କମ୍ପାନିର ସଭାପତି ଜିତେନ୍ଦ୍ର ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀମାନଙ୍କୁ ନୂଆ ପ୍ରଯୁକ୍ତି ବିଷୟରେ ଜଣାଇବା ଉପରେ ଓଡ଼ିଶା ସରକାର ଗୁରୁତ୍ବ ଦେଉଛନ୍ତି। ଆମ ରୋବୋଟିକ୍ସ ଲ୍ୟାବ୍‌ ଜରିଆରେ ଆମେ ପାଠପଢ଼ାରେ ପ୍ରଯୁକ୍ତିର ସମନ୍ବୟ କରିବାକୁ ପ୍ରତିବଦ୍ଧ ରହିଛୁ। ଏହି ପ୍ରଯୁକ୍ତିକୁ ଦୂରଦୂରାନ୍ତରେ ପହଞ୍ଚାଇବା ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଗଢ଼ିବାକୁ ଆମେ ଲକ୍ଷ୍ୟ ରଖିଛୁ।

ମଫତଲାଲ ଟେକ୍ନୋଲୋଜିସ୍‌ର ରୋବୋଟିକ୍ସ ଲ୍ୟାବ୍‌ରେ ରୋବୋଟିକ୍ସ ଉପକରଣ, ଶିକ୍ଷଣୀୟ କିଟ୍‌, ପ୍ରଦର୍ଶନ ଅଞ୍ଚଳ ରହିଛି। ନିର୍ଦ୍ଦିଷ୍ଟ କିଛି ବିଦ୍ୟାଳୟର ଛାତ୍ରଛାତ୍ରୀମା‌ନେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି। ଆଲୋକ ଓ ସ୍ବର ନିୟନ୍ତ୍ରଣ କରୁଥିବା ରୋବଟ୍‌, ରେଖାକୁ ଅନୁସରଣ କରୁଥିବା ରୋବଟ୍‌, ଅଗ୍ନିକାଣ୍ଡ ଚିହ୍ନଟ ରୋବଟ୍‌, ଜିନିଷକୁ ଅନୁସରଣ କରୁଥିବା ରୋବଟ୍‌ ଆଦିକୁ ସୁରଭି ୨୦୨୬ରେ ପ୍ରଦର୍ଶିତ କରାଯା

Share This Article