ଭୁବନେଶ୍ୱର : ଆଜିଠାରୁ ନ୍ୟୁଜିଲ୍ୟାଣ୍ଡର ନାପିଏର ଆରମ୍ଭ ହୋଇଯାଇଛି ଦିନିକିଆ ସିରିଜର ପ୍ରତମ ମ୍ୟାଚ । ଏହି ମ୍ୟାଚରେ ନୁଜ୍ୟିଲ୍ୟାଣ୍ଡ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂଙ୍ଗ କରିବାକୁ ନିଷ୍ପତି ନେଇଥିଲା । ତେବେ ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ବୋଲରଙ୍କୁ ସାମ୍ମାନା କରିବାରେ ସକ୍ଷମ ହୋଇପାରିନଥିଲେ । ନ୍ୟୁଜିଲ୍ୟାଣ୍ଡ ୩୭ ଓଭର ଖେଳି ୧୫୭ ରନ୍ କରି ଅଲ ଆଉଟ ହୋଇଯାଇଛନ୍ତି । ଆଜିର ମ୍ୟାଚରେ କୁଲଦୀପ ଯାଦବଙ୍କୁ ୪ଟି ୱିକେଟ୍ ମିଳିଥିବା ବେଳେ ମହମ୍ମଦ ସାମୀ ୩ଟି ୱିକେଟ୍ ନେଇଛନ୍ତି,ସେହିପରି ଚହଲ ୨ଟି ୱିକେଟ୍ ଓ କେଦାର ଯାଦବ ୧ ଟି ୱିକେଟ୍ ନେଇଛନ୍ତି ।
ପ୍ରଥମ ଦିନିକିଆ ସିରିଜରେ ଭାରତ ନୁଜ୍ୟଲ୍ୟାଣ୍ଡକୁ ୩୮ ଓଭରରେ ଅଲ ଆଉଟ୍ କଲା !
Leave a Comment
Leave a Comment
- Advertisement -
Stay Connected
Comment
- DavidDer on ‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
- Georgedip on ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
- Larryglony on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- StevenHes on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- BillyWer on ସ୍ନାନଯାତ୍ରାରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ
