ମାଞ୍ଚେଷ୍ଟର : ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଶ୍ୱକପ୍ରୁ ଏହାର ଅଭିଯାନ ଶେଷ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୪୦ ରନର ଲକ୍ଷ୍ୟକୁ ପିଛା କରି ଭାରତ ୪୯.୩ ଓଭରରେ ୨୨୧ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଜାଡେଜା ୭୭ (୫୯ ବଲ୍, ୪ ଚୌକା, ୪ ଛକା) ରନ କରିଥିବବେଳେ ଭେଟେରାନ ମହେନ୍ଦ୍ର ସିଂ ଧୋନୀ (୫୦ ରନ, ୭୨ ବଲ) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ଏପରି କି, ୭ମ ଉଇକେଟ୍ ଯୋଡ଼ିରେ ଉଭୟ ୧୧୬ ରନର ଭଗୀଦାରି କରି ଭାରତ ପାଇଁ ଗୋଟିଏ ସମୟରେ ବିଜୟ ଆଶା ସଞ୍ଚାର କରିଥିଲେ ମଧ୍ୟ ଦଳ ଲକ୍ଷ୍ୟଠାରୁ ୧୮ ରନ ଦୂରରେ ରହିଯାଇଥିଲା। ପ୍ରାରମ୍ଭରୁ ଭାରତ ୫ ରନରେ ରୋହିତ୍ ଶର୍ମା (୧ ରନ), କୋହଲି (୧) ଓ ଲୋକେଶ ରାହୁଲ (୧)ଙ୍କ ଉଇକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାନ ଅଫ୍ ଦି ମ୍ୟାଚ୍ ମ୍ୟାଟ୍ଟ ହେନରୀ ସର୍ବାଧିକ ୩ ଉଇକେଟ୍ ନେଇଥିଲେ। ଏହି ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ମଙ୍ଗଳବାର ୪୬.୧ ଓଭରରେ ୨୧୧ ରନ କରିଥିଲା। ବୁଧବାର ରିଜର୍ଭ ଡେ’ରେ ଏହି ଅସମାପ୍ତ ଇନିଂସରୁ ଖେଳ ଆରମ୍ଭ କରି ୫୦ ଓଭରରେ ୮ ଉଇକେଟ୍ ହରାଇ ୨୩୯ ରନ କରିବାକୁ ସମର୍ଥ ହୋଇଥିଲା।
ବିଶ୍ୱକପ୍ରୁ ବିଦାୟ ନେଲା ଭାରତ
- Advertisement -
Stay Connected
Comment
- chicken-road_wpei on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- Shanerem on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- web page on ଆଜି ଭାଲେନ୍ଟାଇନ୍ ଡେ ପ୍ରେମ ପାଇଁ ଦିନ ଟିଏ ……
- Chong on ଆଜି ଭାଲେନ୍ଟାଇନ୍ ଡେ ପ୍ରେମ ପାଇଁ ଦିନ ଟିଏ ……
- casino sofortüberweisung ab 50 euro on ନିଉଜିଲାଣ୍ଡ୍: କ୍ରିଷ୍ଟ୍ଚର୍ଚ ସହର ମସ୍ଜିଦ୍ରେ ଗୁଳିକାଣ୍ଡ ଘଟି ୨୫ ମୃତ

организация свадьбы в москве сайт для организации свадьбы
Big huge boob giant cock movie clipsSilky pantys slips stockings nylons girdles vintage lingerieGay
sex trick videoFree nude fitness exercoisesXxx porn neighborPleasure p album
tracksHome remedys for vaginal yeast infectionsWild things
sex scene video threesomeYoung porn eastTotal eclipse sex scene xnxx Wild hairy girlsOnline
teen chat websitesAre jackie johnson’s breasts smallerBig booty adult ebony pronChat lesbian spanishNatasha nice suck blackCaraline barton nudeManga
adult movieMature latina free movies https://daily.xxxevery.day/ Adult
book of world recordsWedgewood india asian bowlsStory cock cunt poor desparate obeySexy girls
fucking free videosAdonis bottom dvd jasonYoung girls being fucked by couplesHalo
adult sex storiesEbony amateur free pornPornstar titty
fuck cumshotHattiesburg sex offenders xnxx Old
milfs nude picsGraphic in oprah sex talkSexy woman sri lankaLesbianporn milfBig hot bbwBdsm prisoner womenTesticle penis tortureFree strip poker for macYoung and beautiful
nudesJacuzzi orgasmHot teens bondageAmater bbw pics