ନୂଆଦିଲ୍ଲୀ – ଦେଶରେ କ୍ରୀଡ଼ା ବିଭାଗର ସବୁଠୁ ବଡ଼ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳନକାରୀ ମୀରବାଇ ଚାନୁ। ୨୯ ବର୍ଷୀୟ କୋହଲିଙ୍କ ନାମ ୨ୟ ଥର ଲାଗି ଏହି ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏଥିପୂର୍ବରୁ ୨୦୧୬ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବ୍ରୋର୍ଡ (ବିସିସିଆଇ) ପକ୍ଷରୁ ତାଙ୍କ ନାମ ସୁପାରିସ କରାଯାଇଥିଲା। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ଶୀର୍ଷରେ ଥିବା କୋହଲି ଏବେ ଚମତ୍କାର ଫର୍ମରେ ଅଛନ୍ତି। ଯଦି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଦନ ସିଂ ରାଠୋର ବିସିସିଆଇର ସୁପାରିସକୁ ମଞ୍ଜୁରୀ ଦିଅନ୍ତି, ତେବେ କୋହଲି ୩ୟ କ୍ରିକେଟର ଭାବେ ଖେଳରତ୍ନ ସମ୍ମାନର ଅଧିକାରୀ ହେବେ। ଏଥିପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର (୧୯୯୭) ଓ ଦୁଇ ତର ବିଶ୍ୱକପ୍ ଚାମ୍ପିୟନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୨୦୦୭) ଏହି ସମ୍ମାନ ପାଇଛନ୍ତି। ଅନ୍ୟପକ୍ଷରେ ଚାନୁ ଗତ ବର୍ଷ ୪୮ କିଗ୍ରା ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସମାନ ସଫଳତା ପାଇଥିଲେ। କିନ୍ତୁ ଆହତ ସମସ୍ୟା କାରଣରୁ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିପାରି ନ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ପୁରୁଷ ସିଙ୍ଗଲ୍ସ ଶଟଲର କିଡାମ୍ବି ଶ୍ରୀକାନ୍ତଙ୍କ ନାମ ମଧ୍ୟରେ ତାଲିକାରେ ସାମିଲ କରାଯାଇଛି।
ଖେଳରତ୍ନ ଦୌଡ଼ରେ କୋହଲି, ଚାନୁ
- Advertisement -
Stay Connected
Comment
- Sheldonplals on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- Sebastianclilt on ପରଲୋକରେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ
- ZachariahPhelt on ଅନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ବାଉଳା; ବାମ ଗୋଡ଼ରେ କ୍ଷତ ଡାହାଣ ଗୋଡ଼ରେ ଡ୍ରେସିଂ କଲେ !
- Cliffordkerry on ୧୮ରେ କଟକ ୧୨ ଘଣ୍ଟିଆ ବନ୍ଦ
- JadenViect on ଭିଜିଲାନସର ଚଢଉ !

Gay in tight jeansRumbled roses xxx imagesFree local adult singlesPorno for womenGay shit fuckNude jayne seymourVintage cycling photographyJoes apartmant free sex trailersLive
porn streams xnxx Denyle jewel porn starCelebrity
pussy shots collectionsPregnant from analBlack cock raping white womanAmteur posts lesbianGhana pussyInnocent teens getting surprised https://hiporn.cc Teens and drivingGene simmons’s sex
videoGirls in see through bikinis picsP j soles nakedPeliculas eroticas espanolasSweet young hairyMegan reece naked pics18 anal mpegNikki drake nudeFucker miss daisy xnxx Escorts hollywood flFree sex fantasy pornWife gang bangsDo
you want to have sexAsian american campusInflunce of alcohol on teensPanama pornstarEmotions of the opposite sexPhat
zane porn galleriesRpi andover ma dick sealeSuck my cock trannyVintage ceramic christmas trees for saleYoung boys
fist millfFree naked boy teensMixed mikveh nakedFree live fully nude chat camsHot nude milf momsHardcord teen pornFree sexy
ladyboy