ଭୁବନେଶ୍ବର: ‘ଜୀବନ ପାତ୍ର ମୋ’ ଭରିଛ କେତେ ମତେ ନ ଦେଲ ବୋଲି କିଛି କହିବି କିହେ ଆଉ..’ ଭଳି କାଳଜୟୀ ଗୀତର ଗାୟିକା ତଥା ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ଅନ୍ୟତମ ପ୍ରତିଷ୍ଠିତ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କର କୋଲକାତାଠାରେ ବିୟୋଗ ଘଟିଛି। ଓଡ଼ିଶାର ବିଶିଷ୍ଟ ବରପୁତ୍ରୀ ସୁନନ୍ଦାଙ୍କର ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ରବିବାର ସକାଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁଁ ସେ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ।
ସବୁଜ ଯୁଗର ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା ସୁନନ୍ଦା ୧୯୮୩ଠାରୁ କୋଲକାତାରେ ରହୁଥିଲେ। ସୁନନ୍ଦାଙ୍କ ଜନ୍ମ ୧୯୩୪ ମସିହା ନଭେମ୍ବର ୭ ତାରିଖରେ କଟକଠାରେ ହୋଇଥିଲା। ସେ ମାତ୍ର ୧୪ ବର୍ଷ ବୟସରେ କଟକ ଆକାଶବାଣୀ କେନ୍ଦ୍ରରେ ସଂଗୀତ ପରିବେଷଣ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହାରେ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ଗାୟିକା ସୁନନ୍ଦା ପଟ୍ଟନାୟକ ‘ଗୁରୁମା’ ଭାବେ ଲୋକପ୍ରିୟ ଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ପ୍ରଖ୍ୟାତ ଗୁରୁ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଶିଷ୍ୟା ସୁନନ୍ଦା ‘ତରାନା’ ଗାୟନ ଲାଗି ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ଶହ ଶହ ରାଗ, ଖୟାଲ ଓ ତରାନା ଏବେ ବି ଶାସ୍ତ୍ରୀୟ ସଂଗୀତପ୍ରେମୀଙ୍କ ମନରେ ଅନୁରଣିତ ହୁଏ।
ଜାତୀୟ-ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁନନ୍ଦା ପଟ୍ଟନାୟକଙ୍କ ଲୋକପ୍ରିୟ ଉଚ୍ଚାଙ୍ଗ ଓଡ଼ିଆ ଭକ୍ତିଗୀତ ମଧ୍ୟରେ ରହିଛି ‘ନିଶବ୍ଦ ଶରଦ ପ୍ରାତେଃ..’, ‘ଦୁଃଖେ ତୁମରି ଉତ୍ସବ ଦୀପ..’, ‘ଜୀବନ ବନ୍ଧୁ ଜୟ ଜୟ ହେ…’ ଓ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ..।’
ସ୍ବକୀୟ ସାଧନା ଲାଗି ବହୁ ଭାବେ ସମ୍ମାନିତ ହୋଇଥିଲେ ବିଦୁଷୀ ସୁନନ୍ଦା ପଟ୍ଟନାୟକ। ସଂଗୀତ ନାଟକ ଏକାଡେମି ପୁରସ୍କାର, ଟାଗୋର ଏକାଡେମି ପୁରସ୍କାର, ଜୀବନବ୍ୟାପି ସାଧନା ଲାଗି ଓସା ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଆଦି ତାଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ଅଖିଳ ଭାରତୀୟ ଗାନ୍ଧର୍ବ ମଣ୍ଡଳ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁନନ୍ଦା ପଟ୍ଟନାୟକଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ୨୦୧୦ରେ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।

Организовать поддержку инженер по охране труда аутсорсинг для предприятия. Профессиональные консультанты сопровождают работу по охране труда. В процессе сопровождения может входить проверка документации. Все материалы подготавливаются под конкретные условия работы. Когда требуется дополнительная помощь отдельные процессы можно полностью делегировать экспертам. Передача функций на аутсорсинг позволяет получать профессиональные консультации. Представителю организации не придется контролировать каждый этап без поддержки специалистов. Уточните состав работ по вашему перечню работ. Оставьте заявку по телефону и передайте необходимые задачи экспертам.
A valuable source of information https://healthfare.ca/ about health, proper nutrition, and everyday well-being. Users will discover informative publications on food choices, along with expert guidance. Additional content includes useful product guides. The content also covers balanced daily habits, healthy eating and diet, daily activity, self-care, and overall well-being.
Быстро через браузер слушать бесплатно эфир радио дача с телефона или компьютера. Во время эфира можно услышать современные композиции. Начинайте прослушивание во время отдыха. Наслаждайтесь эфиром на любом устройстве без сложных настроек.
Оформить цветы Омск в каталоге. В каталоге можно найти букеты из свежих цветов. Сравнивайте состав цветов на праздник. Укажите желаемое оформление и получите букет в удобное время.
Сегодня можно в интернет-магазине выбрать джинсы онлайн на любой стиль. На сайте собраны современные модели. Выбирайте нужный размер под свой стиль. Обращайте внимание на детали модели. Добавляйте понравившуюся модель в корзину в несколько кликов и обновляйте гардероб без лишних поездок.