ଜୁରିକ,୨୪।୧୦(ଏପି)- କ୍ଲବ ସ୍ତରୀୟ ବିଶ୍ୱକପ୍ ପ୍ରତିବର୍ଷ ଆୟୋଜନ କରିବା ଲାଗି ଅନ୍ତର୍ଜାତୀୟ ଫୁଟ୍ବଲ ପରିଚାଳକ ସଂସ୍ଥା (ଫିଫା) ସଭାପତି ଗଆନି ଇନଫାଣ୍ଟିନୋ ପ୍ରସ୍ତାବ ଦେଇଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ଏହାଦ୍ୱାରା ୟୁରୋପର ବୃହତ୍ କ୍ଲବ ପ୍ରତିଯାଗିତା ଚାମ୍ପିୟନ୍ସ ଲିଗ୍ ପ୍ରଭାବିତ ହେବ। ସଂଶୋଧିତ ସମ୍ବିଧାନ ପକ୍ଷରୁ ପ୍ରସ୍ତାବ ଅନୁଯାୟୀ ୨୪ ଦଳକୁ ନେଇ ପ୍ରତି ୪ ବର୍ଷରେ ଥରେ ବିଶ୍ୱକପ୍ ଆୟୋଜନ କରାଯାଉଛି। ଏହି ପ୍ରସ୍ତାବିତ ଫର୍ମାଟ ଲାଗି ଶୁକ୍ରବାର ରଓ୍ବାଣ୍ଡାଠାରେ ଅନୁଷ୍ଠିତ ହେବାକୁ ଥିବା ଫିଫା କାଉନସିଲ ବୈଠକରେ ଆଲୋଚନା କରାଯିବ ବୋଲି ଉକ୍ତ କର୍ମକର୍ତ୍ତା ନାମକୁ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି। ଇନଫାଣ୍ଟିନୋଙ୍କ ପ୍ରସ୍ତାବ ଫିଫାକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ସେ ଗତ ମାର୍ଚ୍ଚଠାରୁ ନୂତନ ଫିଫା ପ୍ରତିଯୋଗିତାକୁ ମଞ୍ଜୁର କରିବା ଲାଗି ପ୍ରୟାସ କରୁଛନ୍ତି, ଯଦ୍ଦ୍ବରା ଅତିକମ୍ରେ ୨୫ ବିଲିୟନ ଆମେରିକୀୟ ଡଲାର ଲାଭ ହେବ।
ପିଫାର ପ୍ରସ୍ତାବ ବର୍ଷକୁ ଥରେ କ୍ଲବ ବିଶ୍ୱକପ୍
Leave a Comment
Leave a Comment
- Advertisement -
Stay Connected
Comment
- Willisnek on ୪୦ ଡିଗ୍ରି ଉପରେ ୯ ସହର
- Vivod iz zapoya na domy_ifet on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- Vivod iz zapoya na domy_luet on Architecture beach blue chairs
- Codysot on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Vivod iz zapoya na domy_bmet on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
