ଭଦ୍ରକ: ପରକ୍ରିୟା ପ୍ରୀତି ଆଇନ ସମ୍ମତ ହେବା ପରେ ଅଣୟାତ ହେଲାଣି ଅଭିଯୋଗ ଓ ହତ୍ୟା । ଆଜି ଭଦ୍ରକ ତିହିଡ଼ି ଥାନା କାଁପଡ଼ା ପଂଚାୟତ କାଁପଡ଼ାବିନ୍ଧାରେ ପରକ୍ରିୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ଆସିଛି । ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ମୃତକ ହେଉଛନ୍ତି ଗାଁର ଶିକ୍ଷକ ନିର୍ମଳଚନ୍ଦ୍ର ଦାସଙ୍କ ସ୍ତ୍ରୀ ବିନିଲତା ଦାସ । ଗତ ମାର୍ଚ୍ଚ ୨୦୧୮ ନିର୍ମଳଙ୍କ ସହ ବିନିଙ୍କର ବୈଦିକ ଋତିରେ ବିବାହ ହୋଇଥିଲା । ବିବାହର କିଛି ମାସ ପରେ ଆରମ୍ଭ ହୋଇଥିଲା ଝିଅ ଉପରେ ନିର୍ଯାତନା । ସ୍ୱାମୀଙ୍କ ପରକୀୟା ପ୍ରୀତି ତଥା ଅଧିକ ଯୌତୁକ ଦାବିରେ ଝିଅ ଉପରେ ନିର୍ଯାତନା ହେଉଥିବରୁ ବହୁବାର ଗ୍ରାମସଭାରେ ସମାଧାନ ହୋଇଥିଲା । କିନ୍ତୁ ବାରମ୍ବାର ସମାଧାନ ପରେ ମଧ୍ୟ ଅସଜଡ଼ା ହେଉଥିଲା ସ୍ୱମୀଙ୍କ ମନ, ଝିଅକୁ ମାଡ଼ ଗାଳି ଓ ନିର୍ଯାତନା ଦେଉଥିଲେ । ଗତ ଶୁକ୍ରବାର ଝିଅ ଗୁରୁତର ଅବସ୍ଥାରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ପରିବାର ଲୋକଙ୍କୁ ଖବର ଆସିଥିଲା । ପରିବାର ଲୋକ ସେଠାରେ ପହଂଚିବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ । ଏହାକୁ ନେଇ ବାପଘର ଲୋକ ଥାନରେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶାଶୁଘର ଲୋକ ଏହାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି । ଯାହାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଅଣୟାତ ହେଲାଣି ପରକ୍ରିୟା ପ୍ରୀତି; ପୁଣି ଭଦ୍ରକ ତିହିଡ଼ି କାଁପଡ଼ାବିନ୍ଧାରେ ପରକ୍ରିୟା ପ୍ରୀତିରୁ ହତ୍ୟାକାଣ୍ଡ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- CharlesOvAts on ଦେବକି କୋଳରେ ଜନ୍ମ ନେଲେ କହ୍ନେଇ,କାଲିଠୁ କରିବେ ଲୀଳା !
- ErnestLab on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- mostbet_bcSi on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
- mostbet_xhSt on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- mostbet_bvml on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
