ଭୁବନେଶ୍ୱର : ଆସନ୍ତା କାଲିଠାରୁ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ତେବେ ଅଷ୍ଟ୍ରେଲିଆ ମାଟିରେ ଭାରତର ବଡ ବିଜୟ ପରେ ଭାରତୀୟ ଦଳର ବରିଷ୍ଠ ଚୟନକର୍ତ୍ତାଙ୍କୁ ବିସିସିଆଇ ପକ୍ଷ୍ୟରୁ ପୁରଷ୍କାର ପଦାନ କରାଯିବ । ବରିଷ୍ଠ ଚୟନକର୍ତ୍ତାଙ୍କୁ ୨୦ଲକ୍ଷ ଟଙ୍କା ଲେଖାଏ ପୁରଷ୍କାର ରୂପେ ଦିଆଯିବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଜାତୀୟ ଗରମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୟ କ୍ରିକେଟ ଦଳର ବରିଷ୍ଠ ଚୟନ ସମିତିର ୫ଜଣ ସଦସ୍ରଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ବୋନ ପ୍ରଦାନ କରିବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ଚୟନ ସିମିତିରେ ଚେୟାରମ୍ୟାନ ଏମଏସକେ ପ୍ରସାଦ, ଦେବାଙ୍ଗ ଗାନ୍ଧି, ଜତିନ୍ ପରାଙ୍ଗଜପେ, ଗଗନ ଖୋଡା ଏବଂ ସମରଦୀପ ସିଂହ ସାମିଲ ଅଛନ୍ତି ।
ଭାରତୀୟ କ୍ରିକେଟ୍ ସଦସ୍ୟଙ୍କୁ ବିସିସିଆଇ ତରଫରୁ ପୁରଷ୍କାର !
- Advertisement -
Stay Connected
Comment
- chicken-road_siEn on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- Kapelnica ot pohmelya_huKt on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Kapelnica ot pohmelya_elKt on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Damonfen on ୪୦ ଡିଗ୍ରି ଉପରେ ୯ ସହର
- KrisChamy on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

заказать шкаф на заказ шкаф под заказ
стоматология лечение услуги стоматологии
Everything for Minecraft http://www.topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.