କଟକ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ସ୍କ୍ୱାର୍ଡ କଟକ ସହର ସହିତ ବାଙ୍କି, ଆଠଗଡ, କଟକ ସଦର, ସାଲେପୁର ଓ ଟାଙ୍ଗି ଚୈାଦ୍ୱାର ଅଂଚଳରେ ଚଢଉ କରି ଚୋରା ଦେଶୀ, ବିଦେଶୀ ମଦ ସହିତ ଭାଙ୍ଗ ବିକୁଥିବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜବତ ହୋଇଥିବାର ଜଣାଯାଇଛି । ସୂଚନା ଦେଇ ଅଧୀକ୍ଷକ ଅଶୋକ କୁମାର ଶତପଥୀ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଗଠିତ ସ୍କ୍ୱାଡ ପକ୍ଷରୁ ଆଗାମୀ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ଚଢଉ ଚାଲୁ ରହିବ । ଉପଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ରେଂଜ -୨ ଏସଆଇ ବେଣୁଧର ସାମଲ ମେରିଆବଜାର, ବିଡାନାସୀ,
ଦାଢାପାଟଣା ଅଂଚଳରେ ଚଢଉ କରି ସି ଏଚ ରାଜୁ, ପ୍ରତାପ ସାହୁ, ରମେଶ ରାଉଳଙ୍କୁ ଗିରଫ କରି ୭.୮ ଲିଟରର ଦେଶୀ ମଦ ଓ ୫ ଲିଟର ରନ୍ଧା ମଦ ଜବତ କରିଥିବା ବେଳେ ରେଂଜ ୧ ର ଏସଆଇ ସସ୍ମିତା ହୋତା ଓଏମପି , ବାଦାମବାଡି, ଲିଙ୍କରୋଡରେ ଚଢଉ କରି ଅକ୍ଷୟ ପଟ୍ଟନାୟକ,ଛବି ସାମଲ, ଦେବ ଭୋଇ ଓ ରାମାରାଓଙ୍କୁ ଗିରଫ କରି ୫.୪୦୦ ଲିଟର ଦେଶୀ ମଦ ଓ ୮୫୦ ଗ୍ରାମ୍ ଭାଙ୍ଗ ଜବତ କରିଥିଲେ । ଅନୂରୂପ ଭାବେ ମଧ୍ୟ ଇନ୍ସପେକ୍ଟର ଅନିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସିଂହ ବାଲିକୁଦା, ଗୋପାଳପୁର, ପାଟପୁର ଓ କୁରାଙ୍ଗ ପ୍ରଧାନରେ ଚଢଉ କରି ହିରଣ୍ୟ ପରିଡା, ବିଦେଶି ସାମଲ, ଆଲୋକ ଭୋଇ ଓ ଭ୍ରମର ସାମଲଙ୍କୁ ଗିରଫ କରି ୧୧.୮୦୦ ଲିଟର ଆସ୍କା ଫର୍ଟି ଜବତ କରିଛନ୍ତି । ଚୈାଦ୍ୱ୍ାର ଚାର୍ଜ ଅଫିସର ସ୍ୱାତୀ ପଟ୍ଟନାୟକ ମଧ୍ୟ ଆଜି ଅପରାହ୍ନରେ ଶାଳଗାଁ, ଇନ୍ଦ୍ରାଣୀପାଟଣା ଅଂଚଳରେ ଚଢଉ କରି ସମ୍ବିତ ସ୍ୱାଇଁ, ତ୍ରୈଲୋକ୍ୟ ସାହୁ,
ବୃନ୍ଦାବନ ସାହୁଙ୍କୁ ଗିରଫ କରି ସେମାନଙ୍କଠାରୁ ୩୫ ଲିଟର ଦେଶୀ ମଦ, ୧୦ ଲିଟର ରନ୍ଧା ମଦ ଜବତ କରିଛନ୍ତି । ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି
ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
35 Comments
35 Comments

врач нарколог выезд врач нарколог выезд
1win qanday yuklab olish http://www.1win39427.help
1win withdrawal history https://www.1win3003.mobi
1win free spins Oʻzbekiston 1win free spins Oʻzbekiston
melbet confirmer compte http://www.melbet62913.help
1win Qarshi pul yechish http://www.1win39427.help
mostbet cod bonus Moldova mostbet41079.help
melbet sécurité compte melbet sécurité compte
mostbet păreri mostbet18305.help
mostbet vpn olmadan giriş mostbet vpn olmadan giriş
how to chat with 1win support 1win3003.mobi
1win account hacked https://www.1win3003.mobi
mostbet çıxarış limiti [url=www.mostbet01859.help]www.mostbet01859.help[/url]
aviator phone verification http://aviator50638.help
mostbet crash bonus http://www.mostbet01859.help
1win tranzaksiya tarixi http://1win39427.help/
mostbet eroare plată mostbet eroare plată
melbet mines mobile http://melbet62913.help
mostbet přístup z mobilu mostbet přístup z mobilu
melbet mot de passe oublié http://www.melbet62913.help
poker 1win poker 1win
mostbet aplicație nu se conectează mostbet aplicație nu se conectează
mostbet lucky jet výhra https://www.mostbet87124.help
cum descarc mostbet pe android http://mostbet18305.help
aviator online http://www.aviator50638.help
mostbet v češtině download http://mostbet87124.help
aviator tournament aviator tournament
1win jocuri noi http://1win5757.help
mostbet bonus primul depozit mostbet18305.help
mostbet yeni istifadəçi bonusu [url=www.mostbet01859.help]www.mostbet01859.help[/url]
mostbet site securizat mostbet site securizat
1win numar contact 1win numar contact
jak nainstalovat mostbet http://www.mostbet87124.help
aviator cashout button https://www.aviator50638.help
1win inregistrare prin email 1win inregistrare prin email