ଉତ୍ତରପ୍ରଦେଶ : ପୁଣି ଉଦାର ହିନ୍ଦୁ ନୀତି ନିଆଁ ଜାଳିଛି । ଗେରୁଆମୟ ଯୋଗୀ ରାଇଜରେ ହିନ୍ଦୁଙ୍କ ଉଦାର ନୀତି ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି । ଗତକିଛି ଦିନ ହେବ ଦେଶରେ ବିଜେପିର ଗଣ ସଂଗଠନ ଆରଏସଏସ୍ ସମର୍ଥତ ଶିବସେନାର କର୍ମୀମାନେ ରାମ ମନ୍ଦିର ନିର୍ମାଣ ଦାବିରେ ଶିବବେଶରେ ପ୍ରାୟ ୨ଲକ୍ଷ କର୍ମୀ ଅଯୋଧ୍ୟା ଅଭିଯାନ କରିଥିଲେ । ଧର୍ମ ସଭାରେ ଧର୍ମରାଜକ ମାନଙ୍କ ଉତେଜନା ପୂର୍ଣ୍ଣ ଭାଷଣରେ ସାରା ରାଜ୍ୟ ହିନ୍ଦୁମୟ ହୋଇଥିଲା । ରାମ ମନ୍ଦିର ପ୍ରସଙ୍ଗ ଯେତେବେଳେ ସୁପ୍ରିମକୋର୍ଟରେ ବିଚାରଧିନ ସେତେବେଳେ ହିନ୍ଦୁଙ୍କୁ ଜାଗ୍ରତ କରିବା ପାଇଁ ଯୋଗୀ ସରକାର ଏହି ହିନ୍ଦୁସଭାକୁ ଅନୁମତି ଦେବାରେ କୁଣ୍ଠାବୋଧ କରିନଥିଲେ । ରାଜ୍ୟ ସରକାରଙ୍କ ଏପରି ହିନ୍ଦୁ ଉଦାର ନୀତି ଏବେ ଚରମସୀମାରେ ପହିଚିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
() ଗତକାଲି ଉତରପ୍ରଦେଶର ବୁଲନ୍ଦଶହରରେ ଘଟିଥିବା ହିଂସାକାଣ୍ଡ ସାରା ଦେଶକୁ ଆନ୍ଦୋଳିତ କରିଛି । କୋଣସି କାରଣ ବଶତଃ ଜଙ୍ଗଲରେ ୨୫ଟି ଗାଈ ମୃତ ଦେହ ମିଳିବା ପରେ ଉଗ୍ର ରୂପ ନେଇଥିଲା ହିନ୍ଦୁ ନୀତି । ମେଳିବାନ୍ଧି ଥିଲେ ହିନ୍ଦୁ ସମାଜ ଆଉ ଆଇନକୁ ହାତକୁ ନେଇ ଭିଆଇଥିଲେ ପୋଡ଼ାଜଳା ହିଂସାକାଣ୍ଡ । ଏହି ହିଂସାକାଣ୍ଡରେ ବହୁ ମୂଲ୍ୟବାନ ସମ୍ପତି ନଷ୍ଟ ହେବାସହ ପୋଲିସ ଇନ୍ସସପେଷ୍ଟର ସୁବୋଧ କୁମାର ସିଂହଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହସହ ମୃତ ସୁବୋଧ କୁମାର ପରିବାରକୁ ମୁଖ୍ୟମନ୍ତ୍ରୀ ୪୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାସହ ପରିବାରରେ ଜଣଙ୍କୁ ଚାକିରୀ ଦେବା କହି ସାଧାସିଧା ଉତର ରଖି ଖସିଯାଇଛନ୍ତି ।ପ୍ରତ୍ୟେକ୍ଷଦର୍ଶି କହିବା ଅନୁଯାୟୀ ଶତାଧିକ ହିନ୍ଦୁକର୍ମୀ ମିଳିତ ଭାବେ ପୋଲିସ ଉପରକୁ ଅକ୍ରମଣ କରିବାରୁ ସୁବୋଧଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ହିଂସାକାଣ୍ଡରେ ସୁବୋଧଙ୍କ ମୃତ୍ୟୁ ହୋଇଥିବା ପ୍ରସାରଣ ହେଉଥିବା ବେଳେ ବାସ୍ତବରେ ଏହା ଷଡ଼ଯନ୍ତ୍ର ଜନୀତ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ମୃତ ପୋଲିସ ଅଫିସର ୨୦୧୫ ମସିହା ସେପ୍ଟେମ୍ବର ୨୮ରେ ଦାଦରୀରେ ହେଇଥିବା ହତ୍ୟାକାଣ୍ଡର ତଦନ୍ତ ଅଧିକାରୀ ଥିଲେ । ଯାହାକୁ ନେଇ ମାର୍ଚ୍ଚ ୨୦୧୬ ମସିହାରେ ଦଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଛନ୍ତି । ଏଥିରେ ସଂଘ ପରିବାରର ୧୬ ଜଣ ଦୋଷୀ ସାବ୍ୟସ୍ତ ହେବାସହ ଉଦ୍ଧାର ହୋଇଥିବା ମାଂସ ଗୋମାଂସ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଯାହା ସଂଘ ପରିବାରକୁ କ୍ଷତି ପହଂଚାଉଥିଲା । ଯାହାର ସୁଯୋଗରେ ଗତକାଲି ପୋଲିସ ସୁବୋଧ କୁମାରଙ୍କୁ ହତ୍ୟା କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଅନ୍ୟପଟେ ମୃତ ପୋଲିସ ସୁବୋଧ କୁମାରଙ୍କ ପୁଅ ଅଭିଷେକ ବାପାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ବାପା ଆମକୁ ଗଣତନ୍ତ୍ର ରାଷ୍ଟ୍ରରେ ଧର୍ମନିରପେକ୍ଷ ହେବାକୁ ମାର୍ଗ ଦେଉଥିଲେ । ଏହାସହ ସବୁଧର୍ମକୁ ସମ୍ମାନ ଦେବାକୁ ପରାମର୍ଶ ଦେଉଥିଲେ କିନ୍ତୁ ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମକୁ ନେଇ ଗୋଷ୍ଠୀ ବିବାଦ ମୋର ବାପାଙ୍କ ମୃତ୍ୟୁର କାରଣ ସାଜିଲା । ଏହାସହ ଜାତି ଧର୍ମ ବର୍ଣ୍ଣ ନିର୍ବଶେଷରେ ସମସ୍ତଙ୍କୁ ଏକା ନଜରରେ ଦେଖିବାକୁ ପରାମର୍ଶ ଦେଉଥିଲେ । ମୋର ବାପାଙ୍କ ସହ ଯାହା ଘଟିଲା ଆଉ କେଉଁ ପରିବାରରେ ନହେବାକୁ ନିବେଦନ କରିଛନ୍ତି ।
() ଯେଉଁ ଦେଶରେ ଧର୍ମଜାଜକ ନାନକ, କବୀର, ଶ୍ରୀଚøତନ୍ୟ, ବୁଦ୍ଧ ଓ ବିବେକାନନ୍ଦ ଜନ୍ମ । ଯାହାଙ୍କର ଦର୍ଶନ ବିଶ୍ୱକୁ ପ୍ରଭାବିତ କରୁଛି । ଯେଉଁଥି ପାଇଁ ଅଲୋଡ଼ା ଭାରତକୁ ବିଶ୍ୱମାନଚିତ୍ରରେ ପର୍ଯ୍ୟଟକ ଖୋଜି ବୁଲେ । ଆଉ ଧର୍ମଭୂମି ଭାରତକୁ ଟାଣି ଆଣେ । ଆଜି ଦେଶର କୌଣ ଅନୁକୋଣରେ ଦେଖିବାକୁ ମିଳୁଛି ଧର୍ମକୁ ନେଇ ବେଭିଚାର । ଏପରି ହୀନ କାର୍ଯ୍ୟ ପାଇଁ ଧର୍ମଭୂମି ଭାରତ ଯାହାର ପରମ୍ପରା ସଂସ୍କୃତି ବିଶ୍ୱ ଦରବାରରେ ନିନ୍ଦିତ ହେଉଥିବା ଦେଖିବାକୁ ମିଳିଛି । କିଛି କ୍ଷମତା ଲୋଭି ରାଜନୀତିଙ୍କ ନିଜର କ୍ଷମତା ପାଇଁ ଜାତି ଜାତି ଧର୍ମ ଧର୍ମ ଭିତରେ ମତ ପାର୍ଥକ୍ୟ ସୃଷ୍ଟି କରି ଏପରି ହୀନ କାର୍ଯ୍ୟ କରୁଛନ୍ତି । ଯାହା ଦ୍ୱାରା ଦେଶର ସାଧାରଣ ମଣିଷ ଏଥିରେ ପେଶି ହେବାସହ ମୃତ୍ୟୁ ଆଲିଙ୍ଗନ କରିବାସହ ବହୁ ଧନ ସମ୍ପତି ନଷ୍ଟ ହେଉଛି ।
ଉଦାର ହିନ୍ଦୁ ନୀତି ଯୋଜନାବଦ୍ଧ ହିଂସାକାଣ୍ଡ ଭିଆଇଲା; ମୃତ ପୋଲିସ ଦାଦରୀ ହତ୍ୟାକାଣ୍ଡର ତଦନ୍ତ ଅଧିକାରୀ ଥିଲେ…
27 Comments
27 Comments

coworking prices http://www.coworking-space-dubai.com/
сп пожарная сигнализация автоматическая установка пожарной сигнализации
ip камера видеонаблюдения купить ip камера видеонаблюдения
стальная лента для крепления лента стальная пружинная
Обязательно к прочтению: http://zoompost.ru
Комфортные путешествия с экскурсоводом экскурсии гид в Калининграде позволят увидеть Калининград в индивидуальном формате.
Лучший выбор дня: https://regalbuild.ru
купить шкаф по индивидуальным размерам шкаф на заказ
шкаф на заказ по индивидуальным размерам купить шкаф
Нужна стальная лента? лента стальная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
смотреть сериал сезон сверхъестественное онлайн
стоматология платные услуги эстетическая стоматология
дизайнерские люстры и светильники дизайнерский светильник на стену
сайт для организации свадьбы сайт свадебного агентства
организация свадьбы ключ москва провести свадьбу москва
лучшие стоматологии москвы сайт стоматологии москва
лента бандажная f 207 лента бандажная оцинкованная
charter yacht Montenegro https://rent-a-yacht-montenegro.com
промокод пятерочка доставка 2026 доставка еды пятерочка промокод
вызовите акушерку шоу на краю света
Онлайн слот древнегреческих богов https://gates-of-olympus-slots.top слот с динамичным геймплеем и мифологической атмосферой. Множители, бонусные функции и высокая волатильность делают игру интересной и потенциально прибыльной
Делаешь ставки? ставки на юфс аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Любишь азарт? https://nodepositcasinopromo.top подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Продажа и установка камеры видеонаблюдения купить. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная установка камер видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://authenticatorsteamdesktop.com is a PC app that lets you use the Steam Mobile Authenticator on your computer. It supports trade confirmation, account security, and managing two-factor authentication codes without using your smartphone.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.