ଭଦ୍ରକ: ସୋର ପରେ ବାରସୁଦେବପୁରେ ସାମ୍ବାଦିକଙ୍କୁ ଆକ୍ରମଣ । ସମ୍ବାଦ ପରିବେଷଣ କରିବାରୁ ସାମ୍ବାଦିକଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି । ଏପରି ଢଙ୍ଗରେ ଚୋରା ନିଶା ବ୍ୟବସାୟୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି କୌଣସି ମୋଗା ଧାରାବାହିକ ଓ ଚଳଚିତ୍ରକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସୁଦର୍ଶନପୁର ଗାଁରେ ଏପରି ଅମାନବୀକ କାର୍ଯ୍ୟ ଦେଖିବାକୁ ମିଳିଛି । ଗତକାଲି ରାତିରେ ମଦ ବ୍ୟବସାୟୀମାନେ ଶହ ଶହ ଲୋକଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ନିର୍ମମ ଭାବେ ଆକ୍ରମଣ କରିଛନ୍ତି । ଏଥିରେ ସମ୍ବାଦିକଙ୍କ ଦେହ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସ୍ଥାନୀୟ ଲୋକ ସୋର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ସୂଚନାଅନୁଯାୟୀ କିଛି ଦିନ ହେବ ମଦବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବାର ସମ୍ବାଦ ପରିବେଷଣ କରିଥିବା ରାଗରେ ଏପରି ଆକ୍ରମଣ କରିଥିବା ଆହତ ସାମ୍ବାଦିକ ଅଭିଯୋଗ କରିଛନ୍ତି । ଏହି ଆକ୍ରମଣକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତର ବାହାନା କରୁଥିବା ବେଳେ ହାତ ଖାଲି କରି ବସିଛି । ଯାହାକୁ ନେଇ ବାସୁଦେବପୁର ବ୍ଲକ୍ ସାମ୍ବାଦିକ ସଂଘ ତିବ୍ର ନିନ୍ଦା କରିବାସହ ଅପରାଧିକୁ ତୁରନ୍ତ ଗିରଫ କରିବା ଦାବି ଉଠାଇଛି ।
ଭଦ୍ରକ ବାସୁଦେବପୁରେ ଧାରାବାହିକ ଷ୍ଟାଇଲିରେ ସାମ୍ବାଦିକଙ୍କୁ ଆକ୍ରମଣ; ପୋଲିସର ହାତଖାଲି ସଂଘର ନିନ୍ଦା !
- Advertisement -
Stay Connected
Comment
- 1win_iqol on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- luxury car rental miami_loEl on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- Ryankax on ଆଜିର ରାଶିଫଳ
- mostbet_mimi on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- 1win_fvPt on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.