ବାଲେଶ୍ୱର : ପାରିବାରିକ ଝଗଡା ଏତେ ଭୟଙ୍କର ହୋଇପଡିବ ବୋଲି କେହିଜାଣିନଥିବେ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମହୁ ମୁହାଣ ଗୁଡଖାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାଇ ତପନ କଟୁଆଳର ଚାରିବର୍ଷ ପୁଅ ଲାଲ ମୋହନକୁ ସେହି ଗ୍ରାମର ମାଗୁଣି ନାୟକ ଜଣେ ବୃଦ୍ଧ ବ୍ୟକ୍ତି ୨୦ଫୁଟ ପାଣି ଖାତକୁ ଦିନ ୧୧ଟା ବେଳେ ଫିଙ୍ଗିଦେଇଥିଲେ । ଲାଲ ମାହନକୁ ସେହି ଗ୍ରାମର ଚାରିଜଣ ନାବାଳକ ଅଚେତ ଅବସ୍ତାରେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ତାକୁ ସୋର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ପାରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିକୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଘଟିବାର କାରଣ ପାରିବାରିକ ହିଂସା ବୋଲି ସନ୍ଦେହ କରାଯାଉଛି ।
୪ବର୍ଷର ଶିଶୁକୁ ଠେଲିଦେଲେ ୨୦ଫୁଟ ତଳକୁ !
- Advertisement -
Stay Connected
Comment
- Leontaugs on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- mostbet_szol on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- AlbertEquat on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- Rufusplelp on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- shkola onlain_npml on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା

пожарная сигнализация установка пожарной сигнализации цена