କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧୀନରେ ଥିବା ଚିପୁଲ ଠାରେ ଥିବା ଜାତୀୟ ଚାରା ଉଦ୍ୟାନ କେନ୍ଦ୍ରରେ ଚାଲିଛି ମୂଲ୍ୟବାନ ଗଛର ଚୋରାଚାଲାଣ । ଯେଉଁଠି ପରିବେକେୁ ସୁସ୍ଥ ରଖିବା ପାଇଁ ଏଠାରେ ଚାଲିଛି ସଚେତନା କିନ୍ତୁ ଏଠି ପାଠ ପଢୁଆ ବନବିଭାଗର ବାବୁ ଖୋଦ ନିଜେ ଏହାର ଉଲଙ୍ଘନ କରିବାରେ ପଛାଉନାହାଁନ୍ତି । ଏଠି ବନ ବିଭାଗ ଓ ଚୋରା କାଠ ମାଫିଆଙ୍କ ମଧ୍ୟରେ ଚାଲିଛି ସଲା ଶୁତରା । ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ଯେପରିକି ଶାଗୁଆନ, କାଜୁ ଭଳି ଗଛକୁ କାଟି କାଠ ମାଫିଆମାନେ କାଟି ନେଇଥିବାର ଅଭିଯୋଗ ହୋଇଥିବା ବେଳେ ତାର ପ୍ରମାଣ ନଷ୍ଯ କରିବାକୁ ଜେସିବି ଲଗାଇ ମାଟି ପକାଇ ପୋତାଯାଇଥିବାର ଅଭିଯୋଗ ହୋଇଥିଲା । ତେବେ ଏହି ସବୁ ଘଟଣାର ନର୍ଲା ରେଞ୍ଜ ଅଧୀକାରୀଙ୍କ ହାତ ଥିବାରୁ ଗଣମାଧ୍ୟମ ନର୍ଲା ରେଞ୍ଜ ଅଫିସରଙ୍କ ଠାରୁ ଏହାର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ବାବୁ କିନ୍ତୁ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଲେ ।
ବନବିଭାଗ ଓ ଚୋରା କାଠ ମାଫିଆଙ୍କ ଇଏ କି ସମ୍ପର୍କ !
- Advertisement -
Stay Connected
Comment
- JordanJub on ଆଜିର ରାଶିଫଳ
- RobertTap on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- RobertTap on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- RobertTap on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- ThomasLonna on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !

ip камера разрешение поворотная ip wifi камера видеонаблюдения
ip камера памятью ip камера видеонаблюдения
Экскурсовод организует частную поездку Калининград экскурсия на Куршскую косу индивидуальная с удобным маршрутом и профессиональным сопровождением по Косе.
Обязательно к прочтению: https://avantum-remont.ru
Нужна стальная лента? бандажная лента для глушителя широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
стоматология сколько стоят взрослая стоматология
организация свадьбы под ключ свадебное агентство свадьба
свадьба под ключ москва недорого организация свадебного агентства
бандажная лента для глушителя лента бандажная оцинкованная