ଗଞ୍ଜାମ : ଅଟୋ ଯୋଗେ ଚାଲିଥିଲା ଚୋରା ମଦ ଚାଲାଣ । କୋଦାଳ ଥାନା ଏସ. ଆଇ ଶ୍ରୀ ଅନୀଲ କୁମାର ସାହୁଙ୍କ ଟିମ୍ ସଜାଗ ରହି ଏହି ଚୋରା ମଦ ଚାଲାଣକୁ ଜବତ କରିଛି । ସୂଚନା ମୁତାବକ ଅଭିଯୁକ୍ତମାନେ ୩୬୦ ଲିଟର ମଦ ଓ କିଛି ପୁଡିଆ ଅଟୋରେ ନେଇଯାଉଥିବା ବେଳେ ପୋଲିସ ଭ୍ୟାନକୁ ଦେଖି ରାସ୍ଥା କଡରେ ଅଟୋ ଛାଡି ପମ୍ପଟ ମାରିଥିଲେ । ତେବେ ଦେିନକୁ ଦିନ ମଦ ବ୍ୟବସାୟୀଙ୍କ ଦୌରାତ୍ମ ଅଞ୍ଚଳରେ ଦେଖିବାକୁ ମିଳୁଛି । କୋଦଳାର କେତେକ ଛକ ମାନଙ୍କରେ ଖୋଲାମଖୋଲା ଦେଶୀ ମଦ ବିକ୍ରି ହେଉଥିବାର ଶୁଣାଯାଉଛି । ଯାହା ଦ୍ୱାରା ପୋଲିସକୁ ବଡ଼ ଚ୍ୟାଲେଞ୍ଜ ଦେଖବବାକୁ ମିଳିଛି । କୋଦଳା ଏସ. ଆଇ ଶ୍ରୀସାହୁ ଏହି ବଡ଼ ଧରଣର ଚୋରା ମଦ ଦରିବା ସହ ୮ ଗୋଟି ଚୋରା ମଦ କେସ ମଧ୍ୟ ଧରିବାରେ ସକ୍ଷମ ହୋଇଛନ୍ତି । ମଦ ମାଫିଆମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସାମ୍ନା କରିବା ପାଇଁ କୋଦଳା ପୋଲିସ ସଜାଗ ରହିଛି ବୋଲି ଶ୍ରୀସାହୁ ପ୍ରତିଶୃତି ଦେଇଛନ୍ତି ।
ଚୋରା ମଦ ଚାଲାଣ ବେଳେ ଅଟୋ ଅଟକ !
Leave a Comment
Leave a Comment
- Advertisement -
Stay Connected
Comment
- ClaytonJum on ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
- Rafaelrek on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- Jimmiebioft on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- DevanteBulky on ଚୋରା ସାଜିଥିଲା କୋଟିପତି
- Scottdep on ଦଶପଲ୍ଲାରେ ମାଓ ପୋଷ୍ଟର ଜବତ
