ଯାଜପୁର : ଯାଜପୁର ଥାନା ଅନ୍ତଗର୍ତ ଅଠରନଳା ନିକଟସ୍ଥ ଏକ ଗ୍ରସରି ଦୋନଠାରୁ ୧୪ ହଜାର ନକଲି ଟଙ୍କା ଜବତ । ଏହି ଜାଲନୋଟ୍ କାରବାରରେ ବିଞ୍ଝାରପୁର ଥାନା ଅନ୍ତର୍ଗତ କପିଳା ନିକଟ ବରପଦା ଗାଁର ଲୁସି ପରିନାକୁ ପୁଲିସ୍ ଅଟକ ରଖି ପଚରା ଉଚରା କପରୁଛି । ସୂଚନା ଅନୁଯାଇ ପ୍ରଫୁଲ ରାୟଙ୍କ ସ୍ତ୍ରୀ ଲୁସି ପରିଡ଼ା ଆଗରୁ ଅନେକଥର ଜାଲ୍ ନୋଟ୍ କାରବାର କରିବାର ସୂଚନା ପୁଲିସକୁ ମିଳିଥିଲା । ତେବେ ଆଜି ଜଣେ ଗ୍ରହକଙ୍କ ସହାୟତ ନେଇ ଅପରାହ୍ନ ୪ଟାରେ ଯୋଜନା ଅନୁଯାୟୀ ତାଙ୍କ ଦୋକନ ଉପରେ ଚଡ଼ାଉ କରି ସେଠାରୁ ୭ଟି ୨୦୦୦ ଟଙ୍କିଆ ଜାଲ୍ ନେଟ ଜବତ କରିଥିଲା।
ଗ୍ରସରି ଦୋକାନରେ ଚାଲୁଥିଲା ନକଲି ନୋଟ୍ ର କାରବାର !
Leave a Comment
Leave a Comment
- Advertisement -
Stay Connected
Comment
- mostbet_srEr on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- luxury car rental miami_ayOl on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- pinup_owPl on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- mostbet_nwma on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- mostbet_jret on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
