ବାଲେଶ୍ୱର : ପୁଣି ମାତିଲେ ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଳ୍ଲା ସୋର-ଅନନ୍ତପୁର ନିକଟରେ ଥିବା ଏକ ଏଟିଏମରୁ ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗି ଗ୍ୟାସ କଟରରେ କାଟି ଟଙ୍କ ଲୁଟ କରିବା ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବାର ସୂଚନା ମିଳିଛି । ନିକଟସ୍ଥ ପୁଲିସ ସୁଚନା ପାଇବା ମାତ୍ରେ, ସେଠାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭାଙ୍ଗି କାଟି- ଲୁଟି ନେଇ ଜାଳିଦେଲେ….
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ClydeSib on ଆଜିର ରାଶିଫଳ
- Roberthib on ମନ୍ଦିର ଭିତରେ ମହିଳାଙ୍କୁ ଦୁର୍ଷମ କଲେ ପୂଜକ !
- JoshuaFloli on ଆଜିର ରାଶିଫଳ
- melbet_qfEr on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- Robertfew on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
