ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍ ଅଫିସର୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୧୨ ଜଣ ଓଏଏସ୍ ଅଫିସର୍ଙ୍କୁ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଗତକାଲି ବିଜ୍ଞପ୍ତି ଜାରି ହୋଇଛି। ସେରିଫେଡ୍ ଓ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁଙ୍କୁ ଓସ୍ଡମାର ସିଜିଏମ୍ ଭାବେ ବଦଳି କରାଯାଇଛି। ବର୍ତ୍ତମାନ ଜାତୀୟ ସ୍ବାସ୍ଥ୍ୟ ମିସନ୍ର ଯୁଗ୍ମ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଶ୍ରୀ ସାହୁଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଯାଜପୁର ଡିଆର୍ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରାଙ୍କୁ କଳିଙ୍ଗନଗର ଆର୍ଆଇସିର ମହାପ୍ରବନ୍ଧକ ଭାବେ ବଦଳି ହୋଇଥିଲା ବେଳେ ସେଠାରେ ଥିବା ଇନ୍ଦ୍ରମଣି ନାୟକଙ୍କୁ ଯାଜପୁର ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିସନ୍ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଦେହୁରୀଙ୍କ ସ୍ଥାନକୁ ଆସିବେ ବର୍ତ୍ତମାନର ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦୋଳମଣି ପଟେଲ। ସୁନ୍ଦରଗଡ଼ର ନୂଆ ଉପଜିଲ୍ଲାପାଳ ହେବେ ସୁନ୍ଦରଗଡ଼ର ବାଲିଶଙ୍କରାର ବିଡିଓ ଅଭିମନ୍ୟୁ ବେହେରା।
କରଞ୍ଜିଆର ଉପଜିଲ୍ଲାପାଳ ଶରତ କୁମାର ପୁରୋହିତଙ୍କୁ ପରିବହନ କମିସନ୍ଙ୍କ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। କରଞ୍ଜିଆର ଉପଜିଲ୍ଲାପାଳ ଭାବେ ଦାୟିତ୍ବ ନେବେ ବର୍ତ୍ତମାନର ବାଲିଗୁଡ଼ା ଆଇଟିଡିଏ ପିଏ ରାଜେନ୍ଦ୍ର କୁମାର ରଞ୍ଜିତ। କେନ୍ଦୁଝରର ଉପ ଜିଲ୍ଲାପାଳ ସୋନା ଟୁଡ଼ୁଙ୍କୁ କରଞ୍ଜିଆର ଅତିରିକ୍ତ ଉପଜିଲ୍ଲାପାଳ ଓ ମାଲକାନଗିରିର ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗାୟତ୍ରୀ ଦେବୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଭୂ-ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଢେଙ୍କାନାଳ ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ମାଝୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି ହୋଇଛି।

coworking space coworking cost
установка пожарной сигнализации сп установка пожарной сигнализации дома
ip камера mi http://ip-kamery-kaliningrad.ru
уличный комплект ip видеонаблюдения видеонаблюдение для дома комплект купить
Все самое свежее здесь: https://megastroy77.ru
Лучшее прямо здесь: https://trafficforsimilarweb.com
Комфортные путешествия с экскурсоводом частные экскурсии в Калининграде позволят увидеть Калининград в индивидуальном формате.
Самое важное сегодня: https://regalbuild.ru
Полная статья здесь: https://regalbuild.ru
шкаф на заказ по индивидуальным размерам заказать шкаф по индивидуальным размерам
изготовление шкафов на заказ купить шкаф по индивидуальным размерам
Нужна стальная лента? лента стальная упаковочная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
лучшие сериалы смотреть сверхъестественное 12 сезон
стоматология платные услуги хорошая стоматология
агентство по организации свадеб свадебное организация свадьбы
организация свадьбы в москве сайт свадебного агентства
современная стоматология сайт стоматологии москва
лента бандажная лм-50 гост 3560 73 лента стальная упаковочная
промокод пятерочка бесплатно промокод пятерочка доставка 750