ବାଲେଶ୍ୱର : ପୁଣି ମାତିଲେ ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଳ୍ଲା ସୋର-ଅନନ୍ତପୁର ନିକଟରେ ଥିବା ଏକ ଏଟିଏମରୁ ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗି ଗ୍ୟାସ କଟରରେ କାଟି ଟଙ୍କ ଲୁଟ କରିବା ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବାର ସୂଚନା ମିଳିଛି । ନିକଟସ୍ଥ ପୁଲିସ ସୁଚନା ପାଇବା ମାତ୍ରେ, ସେଠାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭାଙ୍ଗି କାଟି- ଲୁଟି ନେଇ ଜାଳିଦେଲେ….
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesPioms on ଆଜିର ରାଶିଫଳ
- mostbet_llen on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- LarryBiX on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
- DonaldStawn on ଆଜିର ରାଶିଫଳ
- Jeromevig on ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
