ନୂଆଦିଲ୍ଲୀ: ମେ ୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୯୩୯୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୬୯୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୬ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଚଣ୍ଡିଗଡ଼ରେ ୧ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୩୬୮ ଜଣ, ହରିୟାଣାରେ ୬ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୯ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୭୬ ଜଣ, ମହାରାଷ୍ଟ୍ରରେ ୬୧୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୫ ଜଣ, ରାଜସ୍ଥାନରେ ୮୯ ଜଣ, ତାମିଲନାଡୁରେ ୩୩ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୫୬ ଜଣ ଏବଂ ପଶ୍ଚମବଙ୍ଗରେ ୧୪୦ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୭୧୭), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୫୩୬), ଚଣ୍ଡିଗଡ଼ (୧୧୧), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୫୧୦୪), ଗୋଆ (୭), ଗୁଜରାଟ (୬୨୪୫), ହରିୟାଣା (୫୪୮), ହିମାଚଳ ପ୍ରଦେଶ (୪୨), ଜମ୍ମୁ ଓ କଶ୍ମୀର (୭୪୧), ଝାଡ଼ଖଣ୍ଡ (୧୨୫) କର୍ଣ୍ଣାଟକ (୬୭୧), କେରଳ (୫୦୨), ଲଦାଖ (୪୧), ମଧ୍ୟପ୍ରଦେଶ (୩୦୪୯), ମହାରାଷ୍ଟ୍ର (୧୫୫୨୫), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୭୫), ପୁଦ୍ଦୁଚେରୀ (୯), ପଞ୍ଜାବ (୧୪୫୧), ରାଜସ୍ଥାନ (୩୧୫୮), ତାମିଲନାଡୁ (୪୦୫୮), ତେଲେଙ୍ଗାନା (୧୦୯୬), ତ୍ରିପୁରା (୪୩), ଉତ୍ତରାଖଣ୍ଡ (୬୧), ଉତ୍ତରପ୍ରଦେଶ (୨୮୮୦) ଓ ପଶ୍ଚିମବଙ୍ଗ (୧୩୪୪) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୨), ଆନ୍ଧ୍ରପ୍ରଦେଶ (୫୮୯), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୪୨), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୬), ଦିଲ୍ଲୀ (୧୪୬୮), ଗୋଆ (୭), ଗୁଜରାଟ (୧୩୮୧), ହରିୟାଣା (୨୫୬), ହିମାଚଳ ପ୍ରଦେଶ (୩୮), ଜମ୍ମୁ ଓ କଶ୍ମୀର (୩୨୦), ଝାଡ଼ଖଣ୍ଡ (୩୩), କର୍ଣ୍ଣାଟକ (୩୩୧), କେରଳ (୪୬୨), ଲଦାଖ (୧୭), ମଧ୍ୟପ୍ରଦେଶ (୧୦୦୦), ମହାରାଷ୍ଟ୍ର (୨୮୧୯), ମଣିପୁର (୨), ମେଘାଳୟ ୧୦, ଓଡ଼ିଶା (୬୦), ପୁଦ୍ଦୁଚେରୀ (୬), ପଞ୍ଜାବ (୧୩୩), ରାଜସ୍ଥାନ (୧୫୨୫), ତାମିଲନାଡୁ (୧୪୮୫), ତେଲେଙ୍ଗାନା (୫୮୫), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୯୮୭) ଓ ପଶ୍ଚିମବଙ୍ଗ (୩୬୪) ।

Free full length mp4 pornNude men camping videoGay pierced and
tatooed penisFergie naked black eyed peaseFairlyodd xxxBusty hungariansThe sexual psycology
of womenFree fuck vidioFind hot milfs xnxx What planets are
visible with naked eyeTiffany teen black topFree sexy pics
television womanSex shop islipDemerits of masturbationSexy nurse heartbeatDragonball hentai xBible premarital sexLeeann porn tweeden https://amp.xnxxtubexxx.cc/ Chunky boys
nudeVery young girl tells virgin storyJennifer love hewitt bikini
metacafeAsian celeb picsNaked pics of scott disickRenaissance faire upskirtFree cleb nude pic xnxx How to deal
with sexual harrassmentOld vietnamese pussyAlexandra bittencourt shemale
escortShawsheen tech adult edLipstick lesbo powered by phpbb1998 ford escort manualSocial
stories about sex