ଭଦ୍ରକ: ଭୁଶୁଡିଗଲା ସ୍କୁଲ ପାଚେରୀ । ଫଲରେ ୨ ଛାତ୍ର ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଭଣ୍ଡାରୀ ପୋଖରୀ ବିଷୋଳ କୁଲଣ୍ଡା ଉଚ୍ଚବିଦ୍ୟାଳୟରେ । ସୂଚନ ଅନୁଯାୟୀ ଖେଳ ଛୁଟି ସମୟରେ ମଧ୍ୟାହ୍ନ ଭୋଜନ ଖାଇସାରି ନଳକୂପକୁ ହାତ ଧୋଇବାପାଇଁ ଛାତ୍ରମାନେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ପାଚେରୀଟି ଦୁର୍ବଳ ହୋଇଯାଇଥିବାରୁ ଏଭଳି ଅଘଟଣ ଘଟିଛି । ସେପଟେ ଆହତ ଛାତ୍ରମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭୁଶୁଡିଗଲା ସ୍କୁଲ ପାଚେରୀ , ୨ ଛାତ୍ର ଗୁରୁତର!
- Advertisement -
Stay Connected
Comment
- 1win_fvel on ଆଜିର ରାଶିଫଳ
- Kaiatott on ଆଜିର ରାଶିଫଳ
- rapidstylecorner on ଆଜିର ରାଶିଫଳ
- 1win_qcel on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- JacobBiz on ଆଜିର ରାଶିଫଳ

комплект видеонаблюдения для частного дома готовый комплект видеонаблюдения на 4 камеры
Все лучшее здесь: https://megastroy77.ru
Читать далее: https://regalbuild.ru
изготовление шкафов на заказ шкафы на заказ москва недорого
проведение свадьбы в москве свадебное организация свадьбы
свадебное организация свадьбы организатор свадьбы под ключ
sail Montenegro rent a yacht Montenegro summer vacation
пятерочка промокод на первый пятерочка доставка промокод на повторный