ଖାଇବା ପରେ ଅଧିକାଂଶ ଲୋକ ମିଠା ଖାଇବାର ଦେଖାଯାଏ । କୁହାଯାଏ ଏହା ସେମାନଙ୍କର ଅଭ୍ୟାସ ବୋଲି । କିନ୍ତୁ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସ୍ପାଇସି ଖାଦ୍ୟ ଖାଇଲେ ସାଧାରଣତଃ ପାଚକ ରସ ଓ ଏସିଡ୍ ବହୁ ପରୀମାଣରେ କ୍ଷରଣ ହୋଇଥାଏ । ମିଠାରେ କାର୍ବୋହାଇଡ୍ରେସ୍ର ମାତ୍ରା ଅଧିକ ରହିଛି । ଖାଇବା ପରେ ଏହାକୁ ଖାଇଲେ ଏହା ପାଚକ ରସ କ୍ଷରଣକୁ କମାଇ ଦେଇଥାଏ । ଏହା ସହ ମିଠା ଖାଇଲେ ଶରରରୁ ଏସିଡ୍ ଅଂଶ ମଧ୍ୟ କମ୍ ହୋଇଥାଏ । ମିଠା ଖାଇଲେ ଖୁସି ଲାଗିଥାଏ । ତେଣୁ ଖାଇବା ପରେ ମିଠା ଖାଇଲେ ମନ ହାଲକା ହେବା ସହ ଖାଦ୍ୟ ହଜମରେ ଅସୁବିଧା ସୃଷ୍ଟି ହୋଇ ନ ଥାଏ । ଚିନିରେ ତିଆରି ମିଠା ସବୁବେଳେ ଖାଇବା ଭଲ ନୁହେଁ । ଏହାଦ୍ୱାରା ପରବର୍ତ୍ତି ସମୟରେ ମେଦବୃଦ୍ଧି ଓ ଡାଇବେଟିସ୍ ଭଳି ସମସ୍ୟା ଦେଖାଦିଏ । ତେଣୁ ଚିନି ତିଆରି ମିଠା କମ୍ ଖାଇବା ଭଲ । ଗୁଡରେ ତିଆରି ମିଠା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଭଲ ।
ଖାଇବା ପରେ କାହିଁକି ଖାଆନ୍ତି ମିଠା
- Advertisement -
Stay Connected
Comment
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
- RandallfuH on କେମିତି କଟିବ ୨୦୧୯
- RandallfuH on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ

coworking space 2026 coworking space rental
лента хомут стальная лента бандажная