ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍ କରିବାକୁ ମହାରାଷ୍ଟ୍ର ସରକାର ଚଳନ୍ତା ଲ୍ୟାବରେ କରୋନା ଟେଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି। ଏକ ବସ୍ରେ କରୋନା ଟେଷ୍ଟର ସବୁ ସୁବିଧା କରାଯିବ। ଏହା ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ସେଠାରେ ଲୋକଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଉଛି। ଫଳରେ କମ୍ ସମୟ ମଧ୍ୟରେ ଅଧିକ ଟେଷ୍ଟ ହୋଇପାରିବ ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ। ସୂଚନାଯୋଗ୍ୟ, ଏବେ ମୁମ୍ବାଇର ଧରାବିରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ଦେଖି ସରକାର ଚିନ୍ତାରେ ପଡିଯାଇଛନ୍ତି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଛୁଇଁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଳକୁ ବେଳ ବଢିବାରେ ଲାଗିଛି।
ମୁମ୍ବାଇରେ ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- vavada_cuEt on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- ErnestLab on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- Vivod iz zapoya na domy_qekt on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Jayarret on Architecture beach blue chairs
- https://bitley.in/annjaques28152 on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
