ଭୁବନେଶ୍ୱର: କେନ୍ଦ୍ରୀୟ ଥାନା ହାଜତରୁ ୨୧ ବର୍ଷୀୟ ଅଭିଯୁକ୍ତ ଫେରାର । ଘଟଣାଟି ଘଟିଛି କୋମ୍ବାରା ଅଞ୍ଚଳରେ । ତେବେ ଫେରାର ହୋଇଯାଇଥିବା ଅଭୁଯୁକ୍ତ ଜଣଙ୍କ ହେଲେ ତବସୀର ଦର୍ବେଶ । ଅଭିଯୁକ୍ତ ଜଣଙ୍କ ନାମରେ ବ୍ରୋଡୱେ ଏବଂ ମାର୍କେଟ୍ ରୋଡରେ ଚୋରି ଅଭିଯୋଗ ଥିଲା । ତାହାସହିତ ଦର୍ବେଶ ଏବଂ ତା’ର ହାଜତ-ସାଥୀ ମହମ୍ମଦ ଅସଲାମଙ୍କ ଘର ପୋନ୍ନାନିରେ । ତେବେ ଉଭୟ ଉପରୋକ୍ତ ସ୍ଥାନରୁ ଚୋରି ମାମଲାରେ ଧରାଯାଇ କେନ୍ଦ୍ରୀୟ ପୁଲିସ ହାଜତରେ ଥିଲେ।
ସୂଚନା ମୁତାବକ, ବୁଧବାର ପାହାନ୍ତା ୩: ୩୦ ମିନିଟ୍ ସମୟରେ ପରିସ୍ରା କରାଇ ନେବାକୁ ଅସଲମ୍ ଗାର୍ଡଙ୍କୁ କହିଲା। ଗାର୍ଡ ଅସଲମଙ୍କୁ ଶୌଚାଳୟରୁ ପରିସ୍ରା କରାଇ ଆଣିବା ପରେ ହାଜତ ଭିତରକୁ ନେବା ସମୟରେ ଦର୍ବେଶ କାଗଜ କପରେ ରଖିଥିବା ତରକାରିକୁ ଗାର୍ଡଙ୍କ ମୁହଁକୁ ଫୋପାଡ଼ିଥିଲା। ତେବେ ଏହି ଘଟଣାକୁ ଦେଖି ଅନ୍ୟ ଏକ ପୁଲୁସ ଧାଇଁ ଅସିଥିଲେ ମଧ୍ୟ ଦୁଇଜଣ ଗାର୍ଡଙ୍କୁ ମିଶି ବହେ ମାଡ ମାରଥିଲେ ୨ ଅଭିଯୁକ୍ତ । ତାପରେ ଦେର୍ବଶ ଗାର୍ଡଙ୍କ ହାତରୁ ଖସି ପଳାଇଯିବାର ସଫଳ ହୋଇଥିଲେ, କିନ୍ତୁ ଗାର୍ଡଙ୍କ ହାତରେ କାବୁ ହୋଇଯାଇଥଲା ଅସଲାମ । ଏ ହି ଘଟଣା ପରେ ପୁଲିସ କହିଛି ,ଖସି ପଳାଇଯିବାକୁ ଯୋଜନା କରି ରାତ୍ରି ଭୋଜନରେ ଦିଆଯାଇଥିବା ତରକାରିକୁ ସାଇତି ରଖିଥିଲେ ।
ଅନ୍ୟପଟେ ଦର୍ବେଶ ଫେରାର ହୋଇଯିବା ପରେ ପୁଲିସ ଦେର୍ବଶ ପଛରେ ଦୈାଡି ଥିଲେ କିନ୍ତୁ ଏଥିରେ ବିଫଳ ହୋଇଥିଲା ପୁଲିସ । ତେବେ କୋମ୍ବାରା ଅଞ୍ଚଳରେ ରାତିସାରା ପୁଲିସ ବୃଥାଟାରେ ଯାହା ଖୋଜାଖୋଜି କଲା। ସେପଟେ ଅଭିଯୁକ୍ତ କୁ ଧରିବା ପାଇଁ ଟିମ୍ ଗଠନ କରାଯାଇ ସମଗ୍ର ସହରରେ ତଲାସ ଆରମ୍ଭ ହୋଇଛି। ଅଭିଯୁକ୍ତମାନଙ୍କ ଆକ୍ରମଣରେ ଆହତ ପୁଲିସ କର୍ମଚାରୀ ପ୍ରମୋଦଙ୍କୁ ଏର୍ଣ୍ଣାକୁଲମ୍ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ଗାର୍ଡଙ୍କୁ ମାଡ ମାରି ହାଜତରୁ ୨୧ ବର୍ଷୀୟ ଅଭିଯୁକ୍ତ ଫେରାର, ଧରିବା ପାଇଁ ଗଠନ ହେବ ଟିମ !
27 Comments
27 Comments

Подробности по ссылке: https://tekstum.ru
шкафы на заказ шкафы на заказ москва недорого
стоматология на менделеевской стоматология новослободская
сделать свадьбу в москве свадебное агентство
лента стальная лента бандажная f 207
Everything for Minecraft https://topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Our most valuable: 浪蕩公子色情片
Расширенная статья здесь: https://kupinail.ru
Если хотите найти <a href=https://prestige-irk.ru/price]автошкола права категории в цена где сочетаются доступная стоимость, качественное обучение и внимательное отношение к каждому ученику, значит вы попали по адресу. Вас ждут качественная подготовка, современные автомобили и индивидуальный подход. Каждый курс построен так, чтобы обучение было понятным, комфортным и максимально эффективным. Именно такое предложение многие ищут месяцами.
Главные новости: https://1citywomen.ru/zdorove/sensaciya-novyj-fitnes-trend-pokoryaet-mir-devushki-polzayut-kak-malenkie-deti/
Все подробности: https://frenchspeak.ru/%D1%84%D0%B0%D1%88%D0%B8%D1%81%D1%82%D0%BA%D0%B0
Расширенная статья здесь: https://vgarderobe.ru
Лучший выбор дня: https://eco-naturel.com/k4_1459.php
создать карточку товара для озон ии ии для карточек товара
Текущие рекомендации: https://1citywomen.ru/jizn/skoro-svadba-togda-samoe-vremya-vybrat-vedushhego-meropriyatiya/
Только что опубликовано: https://archeagewiki.ru/%d0%a1%d0%bf%d0%b8%d1%81%d0%be%d0%ba_%d0%be%d0%b4%d0%bd%d0%be%d1%80%d1%83%d1%87%d0%bd%d1%8b%d1%85_%d0%bc%d0%b5%d1%87%d0%b5%d0%b9/
Читать далее: https://elicebeauty.com/parfyumeriya/elitnaya-parfyumeriya/aramis-impeccable.html
Обновления по теме: https://aromline.ru/index.php?categoryid=222
купить справку купить справку в москве
Полная статья здесь: https://slovarsbor.ru/w/%D1%84%D1%8B%D1%80%D1%87%D0%B0%D1%82%D1%8C/
лента стальная прайс лента нихромовая купить
лента стальная прайс купить ленту стальную в москве
Текущие рекомендации: https://rysadba.ru/item/dom-22/
Новое в категории: https://perfumerio.ru/s/chanel-5-eau-de-cologne/
профильная труба сортамент размеры профильной трубы
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.