ଭୁବନେଶ୍ୱର : ଶୁକ୍ରବାର ରାଜସ୍ଥାନ ମତଦାନ ପରେ ରାସ୍ତା ଉପେରେ ଭୋଟ ବାକ୍ସ ପଡିଥିବାର ମଳିଛି । ଖାମଖିଆଲି ଦାୟିତ୍ୱ ଯୋଗୁ ଏହି ଭୁଲ ହୋଇଛି । ସେଥିଲାଗି ନିର୍ବାଚନ ଆୟୋଗ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ଦୁଇ ଅଫିସରଙ୍କୁ ନିର୍ବାଚନ ଆୟୟୋଗ ନିଲମ୍ବିତ କରିଛି । ସୂଚନା ମୁତାବକ ବାରାଁ ଜିଲ୍ଲାର କିଶନଗଞ୍ଜ ଶାହାବାଦ୍ ଥାନାର ମୁଗାବଲୀ ରୋଡ୍ ଏନଏଚ୍ ୨୭ ରେ ସିଲ୍ ବନ୍ଦ ଇବିଏମ୍ ସଡକରେ ପଡିଥିବା ଦେଖିବାକୁ ମିଳିଥିଲା । ଭୋଟ୍ ପରେ ଇବିଏମ୍ କୁ ସିଲ୍ କରିଦିଆଯାଇଥିଲା । ଏବେ ଏହି ଇବିଏମ୍ ଥାନାଧିକାରୀଙ୍କ ପାଖରେ ମହଜୁତ ଅଛି । ତେବେ ରାଜସ୍ଥାନରେ କଂଗ୍ରେସକୁ ଅଧିକ ଭୋଟ୍ ମିଳିଥିବା କଥା ଶୁଣିବାକୁ ମିଳୁଛି ।
ରାସ୍ତାରୁ ମିଳିଲା ଭୋଟ୍ ବାକ୍ସ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- TerryHeist on ଭିଜିଲାନ୍ସ ଜାଲରେ ଡ଼ିଏଫଓ
- Claudesmase on ଆସନ୍ତାକାଲି ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
- Davidbioni on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!
- JamesSeids on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- Roberthib on କୋଇଲା ଖଣିରେ ଅଭାବନୀୟ ଘଟଣା
