ରପ୍ତାନି ସ୍କିମ୍‌ରେ ଟଙ୍କାରେ କାରବାରକୁ ଅନୁମତି

Odisha Hot News
0 Min Read

ନୂଆଦିଲ୍ଲୀ : ସୀମାପାର ବା ବୈଦେଶିକ କାରବାରରେ ଆମେରିକୀୟ ଡଲାର ଉପରେ ରହୁଥିବା ନିର୍ଭରଶୀଳତା କମ୍ କରିବା ଲାଗି ଭାରତ ସରକାର ଟଙ୍କାର ବ୍ୟବହାର କରିବା ଉପରେ ଜୋର ଦେଉଛନ୍ତି। ସେଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବ୍ୟବସ୍ଥା ବିକଶିତ କରିଛି। ରପ୍ତାନି ପ୍ରସାର ସ୍କିମ୍ ଲାଗି ସେହି ବ୍ୟବସ୍ଥାକୁ ବ୍ୟବହାର କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି।

Share This Article