ପୁରୀ ଅଫିସ,୨୭।୧୧: ଶ୍ରୀମନ୍ଦିରରେ ମଙ୍ଗଳବାର ବଡ଼ ମହାସ୍ନାନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ଅବକାଶ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ବେଶ କରୁଥିଲେ। ଏ ବେଶ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ସମୟରେ ଭିତରକାଠ ଦର୍ଶନ ଚାଲିଥିଲା। ଜଣେ ଛୋଟ ପିଲା ବାନ୍ତି କରିଦେବାରୁ ସେହିଠାରେ ନୀତି ବନ୍ଦ କରିଦିଆଯାଇଛି। ଠାକୁରଙ୍କ ବେଶ ଓ ଲାଗି ହୋଇ ପୁଣି ମହାସ୍ନାନ ପୂଜା ହେବ। ଏହି ମହାସ୍ନାନ ପରେ ଯେଉଁଠୁ ଠାକୁରଙ୍କ ନୀତି ଅଟକିଥିଲା ପୁଣି ସେହିଠାରୁ ନୀତି ଆରମ୍ଭ ହେବ।
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ
Leave a Comment
Leave a Comment
- Advertisement -
Stay Connected
Comment
- Jamila on ନଡିଆ ଗଛ ପଡି ଶିଶୁକନ୍ୟା ମୃତ !
- Carminejob on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Georgeslelm on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- GregoryBaica on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- Bruceagots on ଆସନ୍ତା ୬ ତାରିଖରେ ସୋନପୁର ଆସିବେ ପ୍ରଧାନମନ୍ତ୍ରୀ
