ଭୁବନେଶ୍ବର : ଗତ ଦୁଇ ସପ୍ତାହ ହେଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ଅଚଳାବସ୍ଥା ଲାଗିରହିଛି। ଅସ୍ଥାୟୀ କର୍ମଚାରୀଙ୍କ ପରେ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଦୁଇଟି କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। କୃଷି ମନ୍ତ୍ରୀଙ୍କ ସମେତ ବିଶ୍ବବିଦ୍ୟାଳୟ କୁଳପତି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଗତକାଲି ସ୍ଥିତି ସ୍ବାଭାବିକ ହୋଇଥିଲା। ଆଜି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ବିଶ୍ବବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା କରିବା ସହ ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ମତବିନିମୟ କରିଛନ୍ତି। ଗବେଷଣା ଦ୍ବାରା ନୂତନ କିସମର ବିହନ ସୃଷ୍ଟି ଓ ବ୍ୟବହାର ନିମନ୍ତେ କୃଷକଙ୍କୁ ପ୍ରବର୍ତ୍ତାଇବା ପାଇଁ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଛନ୍ତି।
ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ଦ୍ବାରା ପ୍ରକାଶିତ ରାଙ୍କରେ ଓୟୁଏଟିର ସ୍ଥିତିକୁ ନେଇ ମନ୍ତ୍ରୀ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୮ ଆଇସିଏଆର ରୢାଙ୍କରେ ଓୟୁଏଟି ୧୧ତମ ସ୍ଥାନରେ ରହିଥିଲା ବେଳେ ଏବେ ଏହା ୨୭ତମ ସ୍ଥାନକୁ ଖସିଆସିଛି। ଏଥିସହ ଚାଷୀମାନେ ଏବେ କାହିଁକି କେବଳ ସ୍ବର୍ଣ୍ଣ, ପୂଜା କିସମ ଧାନକୁ ଚାଷ କରୁଛନ୍ତି। ଅନ୍ୟ କିସମକୁ କାହିଁକି ଗ୍ରହଣ କରୁନାହାନ୍ତି ତାହା ଉପରେ ଗବେଷଣା କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ବୈଜ୍ଞାନିକମାନଙ୍କୁ କହିଥିଲେ।
ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷି କାର୍ଯ୍ୟରେ ସେହି ଅନୁଯାୟୀ ପରିବର୍ତନ ଆସିବା ଦରକାର। ଗବେଷଣା ଦ୍ବାରା ନୂଆ କିସମ ବିହନ ସୃଷ୍ଟି କରିବା ସହ ତାହାର ବ୍ୟବହାର କରିବା ଦିଗରେ ଚାଷୀଙ୍କୁ ପ୍ରବର୍ତ୍ତାଇବା ଆବଶ୍ୟକ। କମ୍ ଦିନରେ ଅମଳ ହୋଇପାରୁଥିବା ବିହନ ସୃଷ୍ଟି, ଅଧିକ ଅର୍ଥକାରୀ ଫସଲ ଦିଗରେ ଚାଷୀଙ୍କୁ ଆଗ୍ରହୀ କରାଇବା, କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ଅଧ୍ୟାପକ ଓ ଅଧ୍ୟାପିକାମାନେ କଠିନ ପରିଶ୍ରମ କରି ଭବିଷ୍ୟତ ପିଢ଼ିଙ୍କ ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ମନ୍ତ୍ରକୁ ଆଧାର କରି ନିଷ୍ଠାର ସହ କାର୍ଯ୍ୟ କଲେ ବିଶ୍ବବିଦ୍ୟାଳୟ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ।
ଓୟୁଏଟି କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଓୟୁଏଟି ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କୃଷି ଓ ଖାଦ୍ୟ ନିର୍ଦେଶାଳୟ ନିର୍ଦେଶକ ଏମ୍ ମୁଥୁକୁମାର କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବେସିକ୍ ସାଇନ୍ସ କଲେଜର ନିର୍ଦେଶକ ଡ. ବିକାଶ ପଣ୍ଡା ଯୋଗଦେଇ କଲେଜ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଦୁଇଟି ହଷ୍ଟେଲ ନିର୍ମାଣ କରିବାକୁ ଦାବି ଉଠାଇଥିଲେ। ଏଥିସହ କ୍ୟାମ୍ପସରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

сп системы пожарной сигнализации услуги установки пожарной сигнализации
ip камера 2мп поворотная ip wifi камера видеонаблюдения
комплекты видеонаблюдения hd комплект видеонаблюдения для улицы
лента стальная 20 1 лента 12х18н10т гост
Обновления по теме: https://alexstroy.su
Дополнительная информация: https://tele-bot.ru
Экскурсовод организует частную поездку экскурсии по Калининграду и области с осмотром достопримечательностей и профессиональным сопровождением.
Больше на нашем сайте: https://gen-web.ru
Все подробности: https://regalbuild.ru
шкаф на заказ https://шкафы-заказать.рф
шкафы по размерам https://шкафы-заказать.рф
Нужна стальная лента? лента стальная купить широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
лучшие сериалы онлайн сериал сверхъестественное лучше смотреть
частная стоматология стоматология метро
дизайнерские светильники овальные потолочные светильники в стиле лофт
сайт для организации свадьбы свадьба под ключ москва
провести свадьбу москва организация свадьбы ключ
организация свадеб услуги свадьба под ключ недорого
лучшие стоматологии москвы взрослая стоматология
лента бандажная стальная лента стальная оцинкованная
промокод на первую доставку пятерочка промокод на скидку в пятерочке
Топ слот онлайн sweet bonanza 1000 казино слот с красочной графикой, фриспинами и каскадными выигрышами. Высокая волатильность и множители обеспечивают шанс на крупные выплаты.
Лучшие слоты онлайн https://sugar-rush-slot.top красочный слот с цепными выигрышами и накопительными множителями. Игра отличается простым управлением, ярким дизайном и высоким потенциалом выигрыша при удачных комбинациях.
Любишь азарт? промокод на фриспины подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Продажа и установка камеры видеонаблюдения. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная монтаж видеонаблюдения в калининграде для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.