ପୁରୀ ଅଫିସ,୨୭।୧୧: ଶ୍ରୀମନ୍ଦିରରେ ମଙ୍ଗଳବାର ବଡ଼ ମହାସ୍ନାନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ଅବକାଶ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ବେଶ କରୁଥିଲେ। ଏ ବେଶ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ସମୟରେ ଭିତରକାଠ ଦର୍ଶନ ଚାଲିଥିଲା। ଜଣେ ଛୋଟ ପିଲା ବାନ୍ତି କରିଦେବାରୁ ସେହିଠାରେ ନୀତି ବନ୍ଦ କରିଦିଆଯାଇଛି। ଠାକୁରଙ୍କ ବେଶ ଓ ଲାଗି ହୋଇ ପୁଣି ମହାସ୍ନାନ ପୂଜା ହେବ। ଏହି ମହାସ୍ନାନ ପରେ ଯେଉଁଠୁ ଠାକୁରଙ୍କ ନୀତି ଅଟକିଥିଲା ପୁଣି ସେହିଠାରୁ ନୀତି ଆରମ୍ଭ ହେବ।
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- VirgilPah on ପୁଣି ହାଜତ ଭିତରେ ଅଭିଯୁକ୍ତ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ !
- LorenzoWef on ଓୟୁଏଟିରେ କୃଷିମନ୍ତ୍ରୀଙ୍କ ସମୀକ୍ଷା : ବିଶ୍ବବିଦ୍ୟାଳୟର ରାଙ୍କକୁ ନେଇ ଅସନ୍ତୋଷ
- VirgilPah on ସେବା ନାମରେ ସଂହାର; ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ !
- LorenzoWef on ଶହୀଦଙ୍କ ସ୍ମୃତିରେ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ
- LorenzoWef on ଆଜିର ରାଶିଫଳ
