ବାଲେଶ୍ୱର: ସାହାର୍ଯ୍ୟ ନାମରେ ସଂହାର । ପୁଣି ଶିଶୁ କନ୍ୟା ଆଶ୍ରମରେ ଶିଶୁ କନ୍ୟା ମୃତ୍ୟୁ ଘଟିଛି । ସୋର ଗାନ୍ଧୀ ସେବା ସଂଘ ପୁରୁଣା କନ୍ୟାଶ୍ରମର ୮ବର୍ଷର ଶିଶୁ କନ୍ୟା ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ଦେଢ ବର୍ଷ ତଳେ ଏହି ଅସହାୟ ବାପ ଓ ମାଅ ଛେଉଣ୍ଡ ନାବାଳିକା ବଂଚିବାର ଆଶାରେ ଏହି ଆଶ୍ରମରେ ରହି ଆସୁଥିଲା । ଗତ ସଂନ୍ଧ୍ୟାରେ ହଠାତ୍ ଦେହ ଖରାପ ହେବାର ଆଶ୍ରମ କର୍ତ୍ତୃପକ୍ଷ ନାବାଳିକା ହେମାଙ୍ଗିନିକୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ବାରମ୍ବାର ଅସହାୟଙ୍କ ଉପରେ ନିର୍ଯାତନା ହେଉଥିବା ନଜର ଆସୁଥିବା ବେଳେ ଆଜି ଆଶ୍ରମର କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଣି ଏକ ନାବଳିକାର ମୃତ୍ୟୁ ଘଟିଛି । ଏପରି ଘଟଣାକୁ ନେଇ ସରକାର କେତେ ତତ୍ପରତା ପ୍ରକାଶ ପାଇବ ଆଉ ନିରିହ ଅସହାୟ ମାନେ ନ୍ୟାୟ ପାଇବେ । ଯାହାକୁ ନେଇ ସାରା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସେବା ନାମରେ ସଂହାର; ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ନାବାଳିକାର ଜୀବନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_cmPl on ଇନୋଭା ଲୁଟ ଘଟଣା : ଯଦୁପୁରରୁ ଗାଡି ସହ ୨ଜଣଙ୍କୁ କାବୁ କଲା ପୋଲିସ
- aviator_nket on ଇନୋଭା ଲୁଟ ଘଟଣା : ଯଦୁପୁରରୁ ଗାଡି ସହ ୨ଜଣଙ୍କୁ କାବୁ କଲା ପୋଲିସ
- aviator_evSn on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- aviator_izSn on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- aviator_ldSn on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ
