ନୂଆଦିଲ୍ଲୀ,- ଡିଭିଜ ଶରନ ସୋମବାର ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ଡବଲ୍ସ ଖେଳାଳି ହୋଇପାରିଛନ୍ତି। ସେ ଭେଟେରାନ ରୋହନ ବୋପାନାଙ୍କୁ ଅତିକ୍ରମ କରି ୩୮ତମ ମାନ୍ୟତା ପାଇଛନ୍ତି। ଚଳିତ ସିଜନରେ ବାମହାତୀ ଶରନ ଓ ତାଙ୍କ ପାଟନର ଆର୍ତେମ ସିତାକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁ ପୂର୍ବ ଅପେକ୍ଷା ତାଙ୍କ ର଼୍ୟାଙ୍କିଙ୍ଗ୍ରେ ଅହେତୁକ ଉନ୍ନତି ଆସିଛି। ଅନ୍ୟପକ୍ଷରେ ବୋପାନା ୯ ସୋପାନ ତଳକୁ ଖସି ୩୯ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସେହିଭଳି କିମ୍ବଦନ୍ତୀ ଲିଆଣ୍ଡର ପେସ ୬୦ତମ ମାନ୍ୟତାରେ ଅଛନ୍ତି। ”ଦେଶରେ ଶୀର୍ଷ ର଼୍ୟାଙ୍କଧାରୀ ଡବଲ୍ସ ଖେଳାଳି ହୋଇପାରି ଥିବାରୁ ମୁଁ ଅତ୍ୟନ୍ତ ଖୁସି। କାରଣ ଏହା ସହଜ ନୁହେଁ। ଗତ ଦୁଇ ଦଶନ୍ଧି ହେଲା ମହେଶ ଭୂପତି, ଲିଆଣ୍ଡର ପେସ ଓ ରୋହନ ବୋପାନା ଏହି ସ୍ଥାନକୁ ପ୍ରାୟତଃ ଅକ୍ତିଆରରେ ରଖିଥାନ୍ତି। କିନ୍ତୁ ସେମାନେ ଏବେ ଆଉ ପୂର୍ବ ଭଳି ସକ୍ରିୟ ନାହାନ୍ତି। ଯାହାଫଳରେ ଆମ ପାଇଁ ବାଟ ଖୋଲିଯାଇଛି“ ବୋଲି ଶରନ କହିଛନ୍ତି। ଚଳିତବର୍ଷ ଶରନ କେବଳ ଗୋଟିଏ ଚ୍ୟାଲେଞ୍ଜର ଟ୍ରଫି ଜିତିଛନ୍ତି। କିନ୍ତୁ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ଏବଂ ବିଭିନ୍ନ ଏଟିପି ୨୫୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିପାରିଥିଲେ।
ଶରନ ଦେଶର ଶୀର୍ଷ ର଼୍ୟାଙ୍କଧାରୀ ଡବଲ୍ସ ଖେଳାଳି
- Advertisement -
Stay Connected
Comment
- myansa.hu on ନିଉଜିଲାଣ୍ଡ୍: କ୍ରିଷ୍ଟ୍ଚର୍ଚ ସହର ମସ୍ଜିଦ୍ରେ ଗୁଳିକାଣ୍ଡ ଘଟି ୨୫ ମୃତ
- Harveycic on କିଏ ହେବେ ବାଚସ୍ପତି?
- TimCet on କଟକ-ଭୁବନେଶ୍ବରରେ ଆଜିଠାରୁ ସବୁ ମଲ୍ ବନ୍ଦ
- Mauricetop on ଘରୋଇ କୋଚିଂ ସେଣ୍ଟରରେ ପାଠ ପଢ଼ାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ
- Owenclold on ଓଡ଼ିଶା ପୁରୁଷ ହକି ବିଶ୍ୱକପ୍: ସ୍ପେନକୁ ହରାଇଲା ଆର୍ଜେଣ୍ଟିନା, ୪-୩ରେ ବିଜୟୀ

Erotic free show secretaryDiary of a milf daphne rosenHermaphrodite having sexIt is my pleasure
to inform you thatChinese escort yummiBisexual interracial sex tgpStretched loose
pussy porn xnxx Free adult video sharing matureWatching husband
touching daughter obscenely cumMlif fuckingPictures of hairy nipplesTeen girls sucking dick galleriesBlonde free thumbJacqueline policastro nudeFergie nude
stacy https://xnxxfree.win/ Michelle’s world bikiniVintage trailers company ownersSmoking hairy pussyLarge breasted mature
womenAsshole lesbians tgpDemon sex queenEbony tits gallery twlight xnxx Adult statureDennis leary im an asshole mp3Natural breast pptMilf stockings picsGay hermaphroditeHome real sex vidsKathy boylan swinger nj ocean countyVintage ge
clocksLingerie professional 34ddVirgin bloody cherry pop vids