ବାଲେଶ୍ୱର : ପାରିବାରିକ ଝଗଡା ଏତେ ଭୟଙ୍କର ହୋଇପଡିବ ବୋଲି କେହିଜାଣିନଥିବେ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମହୁ ମୁହାଣ ଗୁଡଖାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାଇ ତପନ କଟୁଆଳର ଚାରିବର୍ଷ ପୁଅ ଲାଲ ମୋହନକୁ ସେହି ଗ୍ରାମର ମାଗୁଣି ନାୟକ ଜଣେ ବୃଦ୍ଧ ବ୍ୟକ୍ତି ୨୦ଫୁଟ ପାଣି ଖାତକୁ ଦିନ ୧୧ଟା ବେଳେ ଫିଙ୍ଗିଦେଇଥିଲେ । ଲାଲ ମାହନକୁ ସେହି ଗ୍ରାମର ଚାରିଜଣ ନାବାଳକ ଅଚେତ ଅବସ୍ତାରେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ତାକୁ ସୋର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ପାରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିକୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଘଟିବାର କାରଣ ପାରିବାରିକ ହିଂସା ବୋଲି ସନ୍ଦେହ କରାଯାଉଛି ।
୪ବର୍ଷର ଶିଶୁକୁ ଠେଲିଦେଲେ ୨୦ଫୁଟ ତଳକୁ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
