ଯାଜପୁର : ଯାଜପୁର ଥାନା ଅନ୍ତଗର୍ତ ଅଠରନଳା ନିକଟସ୍ଥ ଏକ ଗ୍ରସରି ଦୋନଠାରୁ ୧୪ ହଜାର ନକଲି ଟଙ୍କା ଜବତ । ଏହି ଜାଲନୋଟ୍ କାରବାରରେ ବିଞ୍ଝାରପୁର ଥାନା ଅନ୍ତର୍ଗତ କପିଳା ନିକଟ ବରପଦା ଗାଁର ଲୁସି ପରିନାକୁ ପୁଲିସ୍ ଅଟକ ରଖି ପଚରା ଉଚରା କପରୁଛି । ସୂଚନା ଅନୁଯାଇ ପ୍ରଫୁଲ ରାୟଙ୍କ ସ୍ତ୍ରୀ ଲୁସି ପରିଡ଼ା ଆଗରୁ ଅନେକଥର ଜାଲ୍ ନୋଟ୍ କାରବାର କରିବାର ସୂଚନା ପୁଲିସକୁ ମିଳିଥିଲା । ତେବେ ଆଜି ଜଣେ ଗ୍ରହକଙ୍କ ସହାୟତ ନେଇ ଅପରାହ୍ନ ୪ଟାରେ ଯୋଜନା ଅନୁଯାୟୀ ତାଙ୍କ ଦୋକନ ଉପରେ ଚଡ଼ାଉ କରି ସେଠାରୁ ୭ଟି ୨୦୦୦ ଟଙ୍କିଆ ଜାଲ୍ ନେଟ ଜବତ କରିଥିଲା।
ଗ୍ରସରି ଦୋକାନରେ ଚାଲୁଥିଲା ନକଲି ନୋଟ୍ ର କାରବାର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_qrkl on ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା ଜାରି
- PatrickDaf on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- 1win_awpr on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- LinwoodCoami on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Vaughnweems on ଆଜିର ରାଶିଫଳ
