୬୭ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମୁକୁଟ ହାତେଇଛନ୍ତି ଫିଲିପାଇନ୍ସର କ୍ୟାଟରିଆନୋ ଏଲିସା ଗ୍ରେ । ଏଥର ଭାରତକୁ ଖାଲି ହାତରେ ଫେରିବାକୁ ପଡିଛି । ଭାରତୀୟ ପ୍ରତିଯୋଗୀ,ମୁମ୍ବାଇର ୨୨ ବର୍ଷୀୟା ନେହଲ ଚୁଡାସମା ୯୪ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲେ ମଧ୍ୟ ଟପ୍ ୨୦ରୁ ବାଦପଡିଯାଇଥିଲେ। ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଷ୍ଟ ରନର-ଅପ ଓ ୱେନେଜୁଏଲାର ସେକେଣ୍ଡ ରନର-ଅପ ହୋଇଛନ୍ତି । ମିସ୍ ୟୁନିଭର୍ସ ୨୦୧୭ ଡେମି ଲେ ନେଲ୍ ପିଟର୍ସ , ମିସ୍ ୟୁନିଭର୍ସ ୨୦୧୮ଏଲିସାଙ୍କୁ ତାଜ୍ ପିନ୍ଧାଇଥିଲେ ।
ମିସ୍ ୟୁନିଭର୍ସ ୨୦୧୮ର ମୁକୁଟ ପିନ୍ଧିଲେ ଫିଲିପାଇନ୍ସର କ୍ୟାଟରିଆନୋ ଏଲିସା ଗ୍ରେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_kgki on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- aviator_dxMl on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- melbet_spel on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- aviator_ugMl on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
- melbet_zbel on ଭାରତ-ବେଲଜିୟମ ମ୍ୟାଚ୍ ଡ୍ର !
