୬୭ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମୁକୁଟ ହାତେଇଛନ୍ତି ଫିଲିପାଇନ୍ସର କ୍ୟାଟରିଆନୋ ଏଲିସା ଗ୍ରେ । ଏଥର ଭାରତକୁ ଖାଲି ହାତରେ ଫେରିବାକୁ ପଡିଛି । ଭାରତୀୟ ପ୍ରତିଯୋଗୀ,ମୁମ୍ବାଇର ୨୨ ବର୍ଷୀୟା ନେହଲ ଚୁଡାସମା ୯୪ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲେ ମଧ୍ୟ ଟପ୍ ୨୦ରୁ ବାଦପଡିଯାଇଥିଲେ। ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଷ୍ଟ ରନର-ଅପ ଓ ୱେନେଜୁଏଲାର ସେକେଣ୍ଡ ରନର-ଅପ ହୋଇଛନ୍ତି । ମିସ୍ ୟୁନିଭର୍ସ ୨୦୧୭ ଡେମି ଲେ ନେଲ୍ ପିଟର୍ସ , ମିସ୍ ୟୁନିଭର୍ସ ୨୦୧୮ଏଲିସାଙ୍କୁ ତାଜ୍ ପିନ୍ଧାଇଥିଲେ ।
ମିସ୍ ୟୁନିଭର୍ସ ୨୦୧୮ର ମୁକୁଟ ପିନ୍ଧିଲେ ଫିଲିପାଇନ୍ସର କ୍ୟାଟରିଆନୋ ଏଲିସା ଗ୍ରେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_zaKr on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- melbet_ioki on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- aviator_njMl on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
- melbet_vnKa on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- melbet_spKa on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
