ଭୁବନେଶ୍ୱର : ଟୋଲ୍ଗେଟ୍ରେ ଟିକସ ଦେବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ। ଫାଷ୍ଟାଗ୍ ଜରିଆରେ ଗାଡି ଚାଳକ ଟୋଲ ଟିକସ ଭରିପାରିବେ । ରବିବାରଠାରୁ ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଲାଗୁ କରାଯିବ। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଏ ନେଇ ଘୋଷଣା କରାଯାଇଥିଲା। ୨୦୧୯ ଡିସେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥାଆନ୍ତା। ମାତ୍ର ଆନୁଷଙ୍ଗିକ ଭିତ୍ତିଭୂମି କରାଯାଇ ପାରି ନ ଥିବାରୁ ଏହାକୁ ଡିସେମ୍ବର ୧୫ ତାରିଖରେ ଲାଗୁ କରିବାକୁ ଘୋଷଣା କରାଯାଇଥିଲା। ଓଡିଶାରେ ଜାତୀୟ ରାଜପଥର ୧୧ଟି ଟୋଲଗେଟରେ ମଧ୍ୟ ଏହି ଫାଷ୍ଟାଗ୍ ବ୍ୟବସ୍ଥା ଲାଗୁ କରାଯିବ। ସେହି ଟୋଲଗେଟଗୁଡିକ ହେଲା ୨୧୫ ଜାତୀୟ ରାଜପଥର ପାଣିକୋଇଲିଠାରୁ ରାମୁଳି ମଧ୍ୟରେ ଥିବା ବନଯୋଡି(ପଦ୍ମପୁର), ୬ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବରଗଡ, ୧୬ ନମ୍ବର ଜାତୀୟ ରାଜପଥର ଗୁଡିପଡା, ୧୬ ନମ୍ବର ଜାତୀୟ ରାଜପଥର ଗୁରାପାଲି, ୨୧୫ ନମ୍ବର ଜାତୀୟ ରାଜପଥର ହସନପୁର, ୨୧୫ ଜାତୀୟ ରାଜପଥର ଖଣ୍ଟାଘର, ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି, ୧୬ ନମ୍ବର ଜାତୀୟ ରାଜପଥର ସେରଗଡ, ଜାତୀୟ ରାଜପଥ ୫-ଏ’ର ଶ୍ରୀରାମପୁର, ଏନ୍ଏଚ୍-୧୬ର ମଙ୍ଗୁଳି ଏବଂ ଏନ୍ଏଚ୍-୩୧୬ର ପାଟଶାଣୀପୁର(ପିପିଲି)।
ଫାଷ୍ଟାଗ୍ ହେଉଛି ଏକ ପ୍ରି-ପେଡ୍ ଟାଗ୍। ଏହି ଟାଗ୍ ଗାଡିର ଆଗ କାଚ(ଓ୍ବିଣ୍ଡୋ ସ୍କ୍ରିନ)ରେ ଲାଗିବ। ଟୋଲ ପ୍ଲାଜା ଦେଇ ଗାଡି ଅତିକ୍ରମ କରିବା ମାତ୍ରେ ଟିକସ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ଫଳରେ ଯାନବାହନ ଚାଳକମାନଙ୍କୁ ଟିକସ ଦେବା ଲାଗି ଅଟକିବାକୁ ପଡିବ ନାହିଁ। ଏଥିପାଇଁ ଏକ ସ୍ବତନ୍ତ୍ର ଲାଇନ ରହିବ। ସେହି ଲାଇନକୁ ବିନା ଫାଷ୍ଟାଗ୍ ଗାଡି ପ୍ରବେଶ କଲେ ତାଙ୍କୁ ଟିକସର ଦୁଇଗୁଣା ଦେବାକୁ ପଡିବ। ଟାଗ୍ ଲଗାଇବାକୁ ଗାଡି ମାଲିକମାନଙ୍କୁ ବହୁ ସମୟ ଦିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଟୋଲ ପ୍ଲାଜାର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏ ଲାଇନ ଫାଷ୍ଟାଗ୍ଧାରୀମାନଙ୍କ ପାଇଁ ରହିବ। ଦେଶର ସମସ୍ତ ଟୋଲଗେଟଗୁଡିକୁ ଏନ୍ଏଚ୍ଏଆଇ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଟୋଲ ଆଦାୟ ବ୍ୟବସ୍ଥା କରାଯାଇଛି। ଫାଷ୍ଟାଗ୍ ବିଷୟରେ ସମସ୍ତ ସୂଚନା ଦେବା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ମାଇଁ ଫାଷ୍ଟାଗ୍ ଆପ୍ କରାଯାଇଛି। ଏପରି କି ଏହି ଆପ୍ ଜରିଆରେ ପିଓଏସ୍, ଚାର୍ଜ କରିବା ସ୍ଥାନ ଓ ଏନ୍ଏଚ୍ଏଆଇ ସହ ଲିଙ୍କ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଦି ବିଷୟରେ ଜଣାଇ ଦିଆଯିବ। ଫାଷ୍ଟାଗ୍ ଯୋଗାଇ ଦେବାକୁ ଏନ୍ଏଚ୍ଏଆଇ ପକ୍ଷରୁ ଡିସେମ୍ବର ୧୫ ଯାଏ ବ୍ୟବସ୍ଥା ହୋଇଥିଲା। ଟୋଲ ପ୍ଲାଜାଗୁଡିକରେ ଦୀର୍ଘ ସମୟ ଧରି ଯାନବାହନଗୁଡିକୁ ଅପେକ୍ଷା କରିବାକୁ ପଡୁଥିଲା। ବାୟୁପ୍ରଦୂଷଣ ସାଙ୍ଗକୁ ଟ୍ରାଫିକ ସମସ୍ୟା ମଧ୍ୟ ବଢି ଯାଉଥିଲା। ଟୋଲ ଆଦାୟ ପାଇଁ ମଧ୍ୟ ଗାଡିଗୁଡିକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଥିଲେ। ଦେଶର ୫୩୭ଟି ଟୋଲ ପ୍ଲାଜାରେ ଇଲେକ୍ଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଟୋଲ ଟିକସ ଆଦାୟରେ ସ୍ବଚ୍ଛତା ରକ୍ଷା କରାଯାଇପାରିବ। ଟିକସ ବାଟମାରଣାକୁ ରୋକାଯାଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ୍ ଏବଂ ୟୁନିଫାଏଡ୍ ପେମେଣ୍ଟ ବ୍ୟବସ୍ଥା ଜରିଆରେ ଫାଷ୍ଟାଗ୍ ରିଚାର୍ଜ କରାଯାଇପାରିବ। ଏଥିସହିତ ଫାଷ୍ଟାଗ୍ ବିଷୟରେ ଜାଣିବା ପାଇଁ ଉପଭୋକ୍ତାମାନେ ଟୋଲ ଫ୍ରି ନମ୍ବର ୧୦୩୩କୁ କଲ କରି ଜାଣି ପାରିବେ। ନିକଟସ୍ଥ ଏସ୍ବିଆଇ, ଆଇସିଆଇସିଆଇ, ଏଚ୍ଡିଏଫ୍ସି ଏବଂ ଆକ୍ସିସ ବ୍ୟାଙ୍କ ସମେତ ୨୨ଟି ବ୍ୟାଙ୍କ ଶାଖାରୁ ଫାଷ୍ଟାଗ୍ ଚିପ୍ ମିଳିପାରିବ। ୧୦୦ ଟଙ୍କା ଦେଇ ଫାଷ୍ଟାଗ୍ କ୍ରୟ କରାଯାଇପାରିବ। ଟୋଲଗେଟରେ ଡିଜିଟାଲ ଦେୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶନିବାର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଗାଡି ଚାଳକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଫାଷ୍ଟାଗ୍ ଲେନ ୨୫ ପ୍ରତିଶତରୁ ଅଧିକ ହେବ ନାହିଁ। ଏହି ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ଦିନ ସମୀକ୍ଷା କରାଯାଇ ଏକ ରିପୋର୍ଟ ମନ୍ତ୍ରଣାଳୟକୁ ପଠାଇବାକୁ କୁହାଯାଇଛି। ଆସନ୍ତା ୩୦ ଦିନ ଯାଏ ଅସ୍ଥାୟୀ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଅବଧି ପରେ ଟୋଲ ପ୍ଲାଜାର ୭୫% ଲେନକୁ ଫାଷ୍ଟାଗ୍ ଲେନରେ ପରିଣତ କରିବା ସକାଶେ ଆବଶ୍ୟକ ପଦାକ୍ଷପ ନେବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

coworking prices coworking space rental
организация недорогой свадьбы свадебное агентство свадьба
сайт стоматологии москва стоматология москва
Слот с тематикой собачек dog house слот предлагает бонусные фриспины, липкие вайлд-символы и высокий потенциал выигрыша благодаря множителям и расширяющимся символам.
Делаешь ставки? ставки на бои аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Лучшие слоты онлайн sugar rush красочный слот с цепными выигрышами и накопительными множителями. Игра отличается простым управлением, ярким дизайном и высоким потенциалом выигрыша при удачных комбинациях.
Продажа и установка камеры видеонаблюдения. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная установка камер видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.
Everything for Minecraft topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Everything for Minecraft http://www.topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Read the Extended Version: порно показать
Полная версия статьи: https://sam0delki.ru
Если вы подбирали курсы вождения иркутск стоимость с лучшими условиями обучения, то ваше решение уже практически принято. Здесь качественная подготовка, современные автомобили и индивидуальный подход. Обучение легко совмещать с работой или учебой благодаря гибкому расписанию и дистанционной теории. Лучшее предложение для тех, кто ценит качество, комфорт и честные условия.
Читать больше на сайте: https://1citywomen.ru/zdorove/neveroyatno-eto-luchshij-nastoj-dlya-shhadyashhej-ochistki-pecheni-doma/2/
Полная статья здесь: https://frenchspeak.ru/letter/%D0%9F/101
Все лучшее здесь: https://modnyesovety.ru
Только лучшие материалы: https://1citywomen.ru/%D0%B1%D0%B5%D0%B7-%D1%80%D1%83%D0%B1%D1%80%D0%B8%D0%BA%D0%B8/prostoj-i-effektivnyj-sposob-stirat-tyul-i-vozdushnye-zanaveski/
карточки товара для маркетплейсов ии для создания карточек товара
Обязательно к прочтению: https://1citywomen.ru/jizn/otnosheniya/chto-vy-uvideli-na-kartinke-prostoj-test-otobrazit-vashe-sostoyanie-dushi/
Самое важное сегодня: https://archeagewiki.ru/index.php?title=%d0%9a%d0%bb%d1%8e%d1%87_%d0%a1%d0%bf%d1%8f%d1%89%d0%b5%d0%b9_%d0%9a%d0%be%d1%80%d0%be%d0%bb%d0%b5%d0%b2%d1%8b_(%d0%ba%d0%b2%d0%b5%d1%81%d1%82)&action=info
Расширенная статья здесь: https://elicebeauty.com/makiyazh/litso/tonalnie-sredstva/ss-krem-volshebniy-makiyazh-lirene-cc-sream-magic-make-up.html
Лучший выбор дня: https://aromline.ru/index.php?productid=6113
сколько стоит сделать медицинскую справку сколько стоит сделать медицинскую справку
Читать больше на сайте: https://perfumerio.ru/s/haute-fragrance-company-wear-love-everywhere/
лента хн78т лента х20н80 купить
лента пружинная купить лента прецизионная
Обязательно к прочтению: https://rysadba.ru/item/dom-61/
Полная статья здесь: https://perfumerio.ru/s/parfumerie-generale-querelle/
размеры сечения профильной трубы профильные трубы сортамент и размеры
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.
Комплексное лечение https://medprime-clinic.ru/ и диагностика заболеваний с использованием современных медицинских методов. Полное обследование организма, точная постановка диагноза, индивидуальный план терапии, консультации специалистов и эффективное лечение с учетом особенностей здоровья пациента.
Пройдите комплексное лечение https://medprime-clinic.ru и диагностику в медицинском центре. Полный спектр обследований, консультации профильных специалистов, современные методы лечения, контроль состояния здоровья и индивидуальный подход на всех этапах медицинской помощи.