ଭୁବନେଶ୍ବର: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରାକୁ ମନା କରିଛି । ସେପଟେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା।ତେବେ ଚଳିତ ବର୍ଷ ଯାତ୍ରା ବନ୍ଦ ହୋଉଥିବାରୁ ପ୍ରଭୁଙ୍କ ପାଞ୍ଚଦିନର ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଗତକାଲି ପ୍ରଶାସନ ଅନୁମତି ନଦେବା ପରେ ନେତ୍ର ଉତ୍ସବ ନୀତି ଓ ମରିଚକୁଣ୍ଡ ପାଣି ନିଲାମ ହୋଇନାହିଁ। ଲକ୍ ଡାଉନ୍ ବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ପ୍ରତିବର୍ଷ ରୁକୁଣା ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଅଶୋକାଷ୍ଟମୀ ଦିନ ଲିଙ୍ଗରାଜଙ୍କ ରଥଟଣା ହୋଇଥାଏ
ଆଜି ପବିତ୍ର ଅଶୋକାଷ୍ଟମୀ : ଗଡିବନି ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- MichaelTargo on ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିରୋଧୀ !
- Brenttex on ଆଜି ମାଟ୍ରିକ୍ ପରୀକ୍ଷାଫଳ
- JuniorBROVA on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- Michaeltheni on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- BrendanAbnop on ଭାଗ ନଛିଡ଼ିବରୁ ପିଟା ପିଟି !
