ବାଲେଶ୍ୱର: ସୋର ଥାନା ନିକଟରେ ସଡ଼କ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୪ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଅନ୍ୟପଟେ ପୋଲିସ ଉଦ୍ଧାର କରିବାକୁ ଯାଇ ହିନସ୍ଥା ହୋଇଛି । ପୋଲିସ ଭ୍ୟାନ ରାସ୍ତା ପାଶ୍ୱର୍ରେ ପାର୍କିଂ କରି ଆହତ ମାନଙ୍କୁ ଉଦ୍ଧାର କରିବା ସମୟରେ ଏକ ଟ୍ରକ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା । ଏହା ଫଳରେ ପୋଲିସ ଗାଡ଼ିଟି ଭାଙ୍ଗି ଚେପା ହୋଇଯାଇଥିବା ବେଳେ କାହାର କ୍ଷତି ହୋଇନଥିବା ଜଣାପଡ଼ିଛି ।
ଉଦ୍ଧାର କରିବାକୁ ଯାଇ ହିନସ୍ଥା ପୋଲିସ; ଉଦ୍ଧାର ସମୟରେ ପୋଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JonathanErusy on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- aviator_xgOr on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- KrisLob on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- DamonWourb on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- chicken-road_ykol on ୪୦ ଡିଗ୍ରି ଉପରେ ୯ ସହର
