ଭୁବନେଶ୍ବର: ଖଣ୍ଡଗିରି ଅନ୍ତର୍ଗତ ବାହାଦଲପୁରର ଅନୀଲ ଜେନା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାପି ଜେନା ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ନଭେମ୍ବର ୭ ତାରିଖରେ ବାହାଦଲପୁର ଅଞ୍ଚଳରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ବାପି ଜେନା ଫେରାର ହୋଇ ଯାଇଥିଲା।
ବାହାଦଲପୁର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- clang implicit declaration of function is invalid in c99 on ଭାରସାମ୍ୟ ହରାଇ ୪୦ଫୁଟ୍ ତଳେ ଟ୍ରକ୍ ; ଚାଲିଗଲା ୮ଜଣଙ୍କ ଜିବନ, ୨୫ ଗୁରୁତର ଆହତ !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
